ଓଡିଶାରେ ହେବ ବାଘର ଡିଏନଏ ପ୍ରୋଫାଇଲିଙ୍ଗ

ଭୁବନେଶ୍ୱର: କଲରା ପତ୍ରିଆ ବାଘ ମୃତ୍ୟୁ କୁ ନେଇ ବନ ବିଭାଗ ର ଚିନ୍ତା ବଢିଲା। ଅଧିକ କଲରା ପତ୍ରିଆ ବାଘ ଦେଖା ଯାଉଥିବା ସ୍ଥାନ ଚିହ୍ନଟ କରାଯାଇଛି। ସେହି ଅଂଚଳ ର ବନ କର୍ମଚାରୀ ଙ୍କୁ ଦିଆ ଯାଇଛି ସ୍ୱତନ୍ତ୍ର ତାଲିମ। କଲରାପତ୍ରିଆ ବାଘ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଡି ଏଫ ଓ ମାନଙ୍କୁ ନିର୍ଦେଶ
ଅଧିକ କଲରା ପତ୍ରିଆ ଦେଖା ଯାଉଥିବା ଅଂଚଳ ରେ ନିଯୁକ୍ତ ହେବେ ଅଧିକ ବନ କର୍ମଚାରୀ। କ୍ୟାମେରା ଜରିଆ ରେ ବାଘ ଉପରେ ନଜର ରଖି ଗଣନା କରାଯିବ। ଓଡିଶା ରେ ହେବ ବାଘ ର ଡି ଏନ ଏ ପ୍ରୋଫାଇଲିଙ୍ଗ ଓୟୁ ଏ ଟି ସହ ମିଳିତ ଭାବେ ଆରମ୍ଭ ହେବ ନୂତନ ପ୍ରୋଜେକ୍ଟ । ବାଘ ଙ୍କ ସଂଖ୍ୟା ସହ ଡି ଏନ ଏ ସାମ୍ପୁଲ ଆଣି ଡାଟା ବେସ ପ୍ରସ୍ତୁତ କରାଯିବ
ବାଘ ଚମଡା ଧରା ହେଲେ ଏହା ରାଜ୍ୟ ର ନା ରାଜ୍ୟ ବାହାର ଜଣା ପଡିବ ବୋଲି ପିସିସିଏଫ ଶଶୀ ପଲ ଙ୍କ ସୂଚନା ଦେଇଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top