ବର୍ଷା: ଚାଷୀଙ୍କୁ ସର୍ତକ କରାଇଲେ ଏସଆରସି ଭୁବନେଶ୍ୱର: ବର୍ଷା ଆସିବା ପୂର୍ବରୁ ଚାଷୀ ଭାଇଙ୍କୁ ସର୍ତକ କରାଇଛନ୍ତି ଏସ ଆର ସି। ଜାରି କରିଛନ୍ତି ପରାମର୍ଶ।