ଭୁବନେଶ୍ୱର: ବଜେଟ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସିତରାମଣ। ଦେଖନ୍ତୁ କଣ ଶସ୍ତା ଆଉ କଣ ମହଙ୍ଗା
ଶସ୍ତା : –
ଶସ୍ତା ହେଲା କପଡ଼ା ଓ ଚମଡ଼ା ସାମଗ୍ରୀ
ଶସ୍ତା ହେଲା ବିଦେଶରୁ ଆସୁଥିବା ମେସିନ୍
କୃଷି ଉପକରଣ ଶସ୍ତା
ମୋବାଇଲ ଫୋନ, ଚାର୍ଜର ଶସ୍ତା
ପଲିସ ହିରା ଉପରେ ଆମଦାନୀ ଶୁଳ୍କ ୫% କୁ ହ୍ରାସ
କପଡ଼ା, ଚମଡ଼ା ସାମଗ୍ରୀ, ଫୋନ୍ ଚାର୍ଜର, ଇମିଟେସନ୍ ଗହଣା ଶସ୍ତା ହେବ ।
କଟା ଓ ପଲିସ ହୀରା, ମୋତି ଉପରେ ସୀମା ଶୁଳ୍କ ୫ ପ୍ରତିଶତ ହ୍ରାସ କରାଯାଇଛି ।
ସେହିପରି ଟ୍ରାନ୍ସଫର୍ମର ସାମଗ୍ରୀ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ,
ବିଦେଶରୁ ଆମଦାନୀ ମେସିନ୍, ଷ୍ଟିଲ୍ ଓ କୃଷି ସାମଗ୍ରୀ ବି ଶସ୍ତା ହେବ ।
ମହଙ୍ଗା
ଛତା
ଏଲ ଇ ଡି ଲାଇଟ
ଅନ ଲାଇନରେ ସାମଗ୍ରୀ ମଗାଇବା