ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ଯାଦବ ୫ମ ଗୋଖାଦ୍ୟ ଦୁର୍ନୀତିରେ ବି ଦୋଷୀ ସାବ୍ୟସ୍ତ।
୧୯୯୧-୯୬ ମଧ୍ୟରେ ବିହାରରେ ଗୋଖାଦ୍ୟ କିଣା ନାଁରେ ୫ଟି ସରକାରୀ ଟ୍ରଜେରୀରୁ ପ୍ରାୟ ₹୯୫୦ କୋଟି ଟଙ୍କା ହରିଲୁଟ ହୋଇଥିଲା!
ଲାଲୁ ଏପର୍ଯ୍ୟନ୍ତ ମାତ୍ର ୩.୫ ବର୍ଷ ଜେଲ ଦଣ୍ଡ ଭୋଗିଥିବା ବେଳେ ଅନେକ ସମୟ ଗେଷ୍ଟ ହାଉସ ଓ ହସ୍ପିଟାଲରେ ରହି ବିବାଦରେ ଅଛନ୍ତି!