ଆସିଲା ପ୍ରଥମ ଦିନର ପଞ୍ଚାୟତ ଫଳାଫଳ , ବିଜେଡି 281 ସିଟରେ ଆଗୁଆ, ଦେଖନ୍ତୁ ସମ୍ପୂର୍ଣ ରିପୋର୍ଟ ଭୁବନେଶ୍ୱର: ଗଣତି ସରିନି। ଜାରି ରହିଛି। ସକାଳ7ଟା ସୁଦ୍ଧା 315 ସିଟରୁ 281 ସିଟରେ ବିଜେଡି ଆଗୁଆ ରହିଛି। ବିଜେପି 15 ଏବଂ କଂଗ୍ରେସ 14 ସିଟରେ ଆଗୁଆ ରହିଛି। 256 ସିଟର ଗଣତି ଶେଷ ହୋଇଛି। 256 ସିଟରୁ ବିଜେଡି 230 ଜିତିଥିବାବେଳେ, ବିଜେପି 10 ଏବଂ କଂଗ୍ରେସ 12 ଟି ସିଟରେ ଜିତିଛି।