Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଆସିଲା ସମ୍ପୂର୍ଣ ପଞ୍ଚାୟତ ଭୋଟ ଫଳାଫଳ:ବିଜେପି ଓ କଂଗ୍ରେସ କୁ ଲାଗିଲା ଝଟକା, ଦେଖନ୍ତୁ ପୁରା ରିପୋର୍ଟ ଦେଖନ୍ତୁ

ଭୁବନେଶ୍ୱର: ଆସିଲା ପଂଚାୟତ ନିର୍ବାଚନ ସମ୍ପୂର୍ଣ ଫଳାଫଳ।  851 ସିଟରୁ 765 ସିଟରେ ବିଜେଡି ଜିତିଥିବାବେଳେ ବିଜେପି 42 ଏବଂ କଂଗ୍ରେସ 37 ସିଟରେ ବାଜିମାତ କରିଛି।   4 ଟି ଜିଲ୍ଲାରେ ବିଜେଡି କ୍ଲିନ ସୁଇପ କରିଛି। 10ଟି ଜିଲ୍ଲାରେ ବିଜେପି ଖାତା ଖୋଲିପାରି ନଥିବା ବେଳେ  କଂଗ୍ରେସ 19 ଜିଲାରେ ଖାତା ଖୋଲି ପାରି ନାହିଁ ।

 

ଚଳିତ ପଂଚାୟତ ନିର୍ବାଚନରେ 2 କୋଟି 10ଲକ୍ଷ 28ହଜାର403ଖଣ୍ଡ  ଭଟରୁ ବିଜେଡି 1କୋଟି 10ଲକ୍ଷ89ହଁଁଜାର 712 ଖଣ୍ଡ ଭୋଟ ପାଇଁଥିବା ବେଳେ ବିଜେପି 63 ଲକ୍ଷ 23ହଜାର 746 ଖଣ୍ଡ ଭୋଟ ଏବଂ  କଂଗ୍ରେସକୁ 28 ଲକ୍ଷ 54ହଜାର 398 ଖଣ୍ଡ ଭୋଟ  ପାଇଛି।  ଭୋଟହାର କୁ ଦେଖିଲେ ବିଜେଡି 53 ପ୍ରତିଶତ, ବିଜେପି 30 ପ୍ରତିଶତ, କଂଗ୍ରେସ 14 ପ୍ରତିଶତ ଭୋଟ ପାଇଛି।  2017 ରେ ବିଜେଡି 42.15, ବିିଜେପିି 34.12,  କଂଗ୍ରେସ 18.64 ଭୋୋଟ ପାଇଥିଲା।

 

 

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...