Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ, ଖୁବଶୀଘ୍ର ଘୋଷଣା କରିବ ବିଜେଡି

ଭୁବନେଶ୍ୱର: କଂଗ୍ରେସର  ଭୁବନେଶ୍ୱର  ମେୟର ପ୍ରାର୍ଥୀ ହେଲେ ମଧୁସ୍ମିତା ଆଚର୍ଯ୍ୟ।  ଆଜି  ବିଧିବଦ୍ଧ ଭାବେ ଘୋଷଣା କଲା କଂଗ୍ରେସ।  ସେଲେକ୍ସନ କମିଟିକୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ପକ୍ଷରୁ ତିନି ଜଣଙ୍କ ନାମ ସୁପାରିଶ କରାଯାଇଥିଲା। ରଶ୍ମି ମହାପାତ୍ର, ସୁଭଦ୍ରା ମିଶ୍ର ଏବଂ  ମଧୁସ୍ମିତା ଆଚର୍ଯ୍ୟ ନାମକୁ କମିଟିକୁ ସୁପାରିଶ କରାଯାଇଥିଲା। କମିଟି ମଧୁସ୍ମିତାଙ୍କ ନାମରେ ମୋହର ମାରିଛି। ସୂଚନା ଅନୁସାରେ   ମଧୁସ୍ମିତା ଜଣେ ଉଚ୍ଚଶିକ୍ଷିତ, ଯୁବ ଉଦ୍ୟୋଗୀ,କ୍ରୀଡା ବିତ, ଓଡିଶୀ ନୃତ୍ୟ ଶିଳ୍ପୀ  । କଲେଜରେ  ମଧ୍ୟ ଛାତ୍ରୀ  ରାଜନୀତିରେ ଜଡିତ ଥିଲେ।  ଏହା ସହିତ  ପୂର୍ବତନ ଧର୍ମଶଳା କଂଗ୍ରେସ ବିଧାୟକ କାଙ୍ଗାଳୀ ପଣ୍ଡାଙ୍କ ବୋହୂ। କାଙ୍ଗାଳୀ ପଣ୍ଡା ନିର୍ବାଚନ ଲଢ଼ିବା ସମୟରେ ସେ ପ୍ରତ୍ୟକ୍ଷ ଭାବର ନିର୍ବାଚନ  ପରିଚାଳନା କରୁଥିଲେ।   ସେ ଦୃଷ୍ଟି କୋଣରୁ କଂଗ୍ରେସ ମଧୁସ୍ମିତାଙ୍କ  ଉପରେ ଭରସା କରିଛି। ସେଥିପାଇଁ ତାଙ୍କୁ  ମୟର ଭାବେ ଚୟନ କରିଛନ୍ତି।

ବିଜେଡି  ଖୁବ ଶୀଘ୍ର ମେୟର ପ୍ରାର୍ଥୀ ଘୋଷଣା କରିବ। ଆଜି ଦିନ 11 ଟା ବେଳେ ବୈଠକ ଶେଷ ହୋଇଛି। ନିଷ୍ପତ୍ତି ଚୂଡାନ୍ତ ହୋଇସାରିଛି। ଏବେ କେବଳ ମୁଖ୍ୟମନ୍ତ୍ରୀଙ୍କ ମୋହରକୁ ଅପେକ୍ଷା କରାଯାଇଛି। ଲୋପାମୁଦ୍ର ବକ୍ସିପାତ୍ର, ପ୍ରୀତିନନ୍ଦା ରାଉତରାୟଙ୍କ  ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି।

ଏପଟେ ବିଜେପି ମଧ୍ୟ ଖୁବ ଶୀଘ୍ର ଘୋଷଣା କରିବାକୁ ଯାଉଛି।  ଅନୁ ଚୋଧୁରୀ ଏବଂ ଲେଖାଶ୍ରୀ ସମନ୍ତସିଂହର  ଭିତରୁ କାହା ଉପରେ ବାଜିପାରେ ମୋହର।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ...

ଓଡ଼ିଶା ନ୍ୟୁଜ

  ୟୁ-ଟୁ୍ୟବ୍‌ ଲାଇଭ୍‌ରେ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା  ଆବେଦନ ଫର୍ମ ପୂରଣ ଓ ଦାଖଲ ହେବ ସଂପୂର୍ଣ୍ଣ ଦେୟମୁକ୍ତ  ଆବେଦନ ଫର୍ମ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍‌...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ସୂଚନା ଯୋଗ୍ୟ ଯେ ନୂଆଖାଇ ସେପ୍ଟେମ୍ବର ୮ ତାରିଖ ରବିବାର...

ବିଜିନେସ

ଭୁବନେଶ୍ୱର, ୨୯ ଅଗଷ୍ଟ: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ହକିର କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ...