Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସମାଜବାଦି ପାର୍ଟି ଓଡିଶା ସଭାପତି ହେଲେ ଶିବ ହାତୀ ଯାଦବ

ଭୁବନେଶ୍ୱର: ସମାଜବାଦୀ ପାର୍ଟିର ନୂତନ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି କଳାହାଣ୍ଡି ଜିଲ୍ଲାର ଟାଣୁଆ ସଙ୍ଗଠକ ଶିବ ହାତୀ ଯାଦବ ା ଏ ନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ଯାଦବ କହିଛନ୍ତି ଓଡିଶାର ପ୍ରତିଟି ବୁଥରେ ନିଜରସଙ୍ଗଠନକୁ ମଜବୁତ କରିବାକୁ ପ୍ରୟାସ ଆରମ୍ଭ କରିବା ସହ ଦ ସାମ୍ପ୍ରତାୟିକତାବାଦ ରାଜନୀତିକୁ ଓଡିଶାରେ ମୁଳତ୍ପାଟନ ପାଇଁ ସେ କାର୍ଯ୍ୟ କରିବେ ବୋଲି କହିଛନ୍ତି ା ତାଙ୍କୁ ଗଳ ତରଫରୁ ଏ ଭଳି ଗୁରୁ ଦାୟିତ୍ବ ପ୍ରଦାନ କରିଥିବାର ସେ ରାଷ୍ଟ୍ରୀୟ ସଭାପତି ଅଖିଳେସ ଯାଦବ ଓ ରାଜ୍ୟ ନେତୃତ୍ବଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ା ପିଲାଦିନରୁ ଶ୍ରୀ ଯାଦବ ଲୋହିଆଙ୍କ ସମାଜବାଦ ବିଚାରରେ ଅନୁପ୍ରଣିତ ହୋଇସେବାରୁ ରାଜନୀତିକୁ ଆସି ତିନିତିନି ଥର ସରପଞ୍ଚ ହେବାନସହ ଜଣେ ନିଷ୍ଠାପର ଓ ସଚ୍ଚୋଟ ବ୍ୟକ୍ତି ଭାବେ ପରିଚିତ ା ଏହି ଅବସରରେ ଆଜି ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେସଙ୍କ ୫୦ତମ ଜନ୍ମ ଦିନ ଅବସରରେ ସେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ଗହଣରେ କେକ୍ କାଟି ତାଙ୍କର ଜନ୍ମ ଦିନର ଶୁଭକାମନା ମନାସିଥିଲେ ା ଏହି କାର୍ଯ୍ୟକ୍ରମରେ ଦଳର ରାଜ୍ୟ ମୁଖପାତ୍ର ପ୍ରଦୀପ ମିଶ୍ର, ସାଧାରଣ ସମ୍ପାଦକ ସରୋଜ ବେହେରା,, ଯୁବନେତା ଧୀରେନ ଦାସ,ସୁନୀଲ ମିଶ୍ର , ରାଜ୍ୟ ଯୁବ ସଭାପତି ସୁବ୍ରତ ଲେଙ୍କା (ରାଜ୍ୟ ଏବଂ ରାଜ୍ୟଯୁବ ସାଧାରଣ ସମ୍ପାଦକ ସୁଶୀଲ ହୋତା ଓ ଭୁବନେଶ୍ବର ଯୁବ ସଭାପତି ଶକ୍ତି ପ୍ରସାଦ ଦାଶଙ୍କ ସମେତ ବହୁ ତୁଙ୍ଗନେତା ଉପସ୍ଥିତ ରହିଥିଲେ ା

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୨୧ : ଓଡ଼ିଶା ପ୍ରଶାସନିକ ସେବା ୨୦୨୨ର ପରୀକ୍ଷାଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ)ର...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...