ରାୟଗଡ଼ାରେ ପତାକା ଉତ୍ତୋଳନ କଲେ ଶିଳ୍ପମନ୍ତ୍ରୀ ରାୟଗଡ଼ା: ଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ରେ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପ୍ୟାରେଡ ରେ ଅଭିବାଦନ ଗ୍ରହଣ କରୁଛନ୍ତି ଓ ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଓଡ଼ିଶାର ବିକାଶ ଓ ଅଭିବୃଦ୍ଧି ଉପରେ ସେ ଆଲୋକପାତ କରିଥିଲେ। https://breakingodisha.com/wp-content/uploads/2024/08/VID-20240815-WA0035.mp4