ଭାରତରେ ହାଇସ୍ପିଡ୍ ଆଲୁମିନିୟମ୍ ରେଳ କୋଚ୍ ପାଇଁ ହାଇ-ପ୍ରିସିସନ୍ ଏକ୍ସଟ୍ରଡେଡ୍ ଉତ୍ପାଦ ନିର୍ମାଣ ସକାଶେ ଇଟାଲୀୟ କମ୍ପାନୀ ମେଟ୍ରା ସହିତ ହାତ ମିଳାଇଲା ହିଣ୍ଡାଲ୍କୋ
ଭୁବନେଶ୍ୱର: ଭାରତକୁ ଅଧୁନାତମ ଆଲୁମିନିୟମ୍ ଏକ୍ସଟ୍ରସନ୍ ପ୍ରଯୁକ୍ତି ଆଣିବା ଯୋଜନା ରେଳ କୋଚ୍ ନିର୍ମାଣରେ ଏକ୍ସଟ୍ରଡେଡ୍ ଆଲୁମିନିୟମ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଥାଏ ହାଲୁକା ଆଲୁମିନିୟମ […]
