ଏଣ୍ଡୋସ୍କପି ପଦ୍ଧତିରେ ଜଟିଳ ଆଡେନୋଟନ୍ସିଲେକ୍ଟୋମି ଦ୍ୱାରା ସୁସ୍ଥ ହେଲା ୫ ବର୍ଷର ଶିଶୁ ପୁତ୍ର, ଦକ୍ଷିଣ ଓଡ଼ିଶାରେ ପ୍ରଥମ
ବ୍ରହ୍ମପୁର, ଡିସେମ୍ବର ୨୬: ଶୀତଳାପଲ୍ଲୀ ସ୍ଥିତ ସମ୍ ହସ୍ପିଟାଲ୍ କ୍ୟାମ୍ପସ ୩ ରେ ଏଣ୍ଡୋସ୍କୋପିକ୍ ପଦ୍ଧତିରେ ସଫଳତାର ସହ ଜଟିଳ ଆଡେନୋଟନ୍ସିଲେକ୍ଟୋମି ମାଧ୍ୟମରେ ନିଃଶ୍ୱାସ ନେବା ନିମନ୍ତେ […]