ଭୁବନେଶ୍ୱର: ସିଲ ହେଲା ଭୁବନେଶ୍ୱର ଡିସିପି ଅଫିସ । ବିଏମ ସି ସିଲ କରିଛି। ଡିସିପି ଅଫିସର 20 ଜଣ କୋଭିଡ ଟେଷ୍ଟ କରାଯାଇଥିଲା। ସେଥିରୁ 4ଜଣଙ୍କର ପିଜେଟିଭ ବାହାରିଛି। ଆଗକୁ ଆହୁରି ପିଜେଟିଭ ବାହାରିବେ ବୋଲି ଆଶଙ୍କା ରହିଛି। ସେଥିପାଇଁ ଡିସିପି ଅଫିସକୁ ଦୁଇ ଦିନ ପାଇଁ ସିଲ କରିବା ସହିତ କଣ୍ଟେନ ମେଣ୍ଟ ଜୋନ ଭାବେ ଘୋଷଣା କରିଛି ବିଏମ ସି। ଆଜି ସକାଳେ 11ଟା ବେଳେବ ବିଏମ୍ସିର ଗୋଟିଏ ଟିମ ଯାଇ ଅଫିସ ସିଲ କରିବା ସହିତ କଣ୍ଟେନ ମେଣ୍ଟ ଜୋ ନ ବୋଲି ଘୋଷଣା କରିଛି।