Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କରୋନା: ହସ୍ପିଟାଲ ପାଇଁ ଜାରି ହେଲା ଗାଇଡ଼ ଲାଇନ

ଭୁବନେଶ୍ୱର: ବଢିଲା ସଂକ୍ରମଣ । ବଢିଲା ଚିନ୍ତା। ସଂକ୍ରମଣ ଚେନ ଭାଙ୍ଗିବା ନୂଆ କଟକଣା ଜାରି କରିଛନ୍ତି। ଆଜି ରାଜ୍ୟର ସମସ୍ତ ହସ୍ପିଟାଲ ପାଇଁ ସ୍ୱାସ୍ଥ୍ୟ ବିଭଗ ଜାରି କରିଛି ଗାଇଡ଼ ଲାଇନ। ନୂଆ ଗାଇଡଲାଇନ୍‌ ଅନୁଯାୟୀ…

1. ହସ୍ପିଟାଲଗୁଡିକରେ ଅତି ଜରୁରୀ ନଥିଲେ ରୋଗୀଙ୍କୁ ଆଡମିସନ୍ ନକରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦେଶ ଦେଇଛି । 2.ଏହା ସହିତ OPD ଏବଂ IPDକୁ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି ।

3. କେବଳ ଗୁରୁତର ରୋଗୀଙ୍କୁ ଚିକିତ୍ସା ତଥା ଆବଶ୍ୟକ ଥିଲେ ଅପରେସନ୍‌ ପାଇଁ ଅନୁମତି ଦିଆଯାଇଛି । ଏହା ସହିତ 4.ହସ୍ପିଟାଲରେ ଆଡମିଟ୍‌ ହେଉଥିବା ଗୁରୁତର ରୋଗୀଙ୍କ ନିକଟରେ କେବଳ ଜଣେ ଆଟେଣ୍ଡାଣ୍ଟକୁ ରହିବା ପାଇଁ ଅନୁମତି ପ୍ରଦାନ କରାଯାଇପାରିବ ।

5.ହସ୍ପିଟାଲରେ କୋଭିଡ୍‌ ଗାଇଡଲାଇନ୍‌ କଡାକଡି ପାଳନ ପାଇଁ ନିର୍ଦେଶାବଳୀ ଜାରି କରାଯାଇଛି ।

6. ୨୪ ଘଣ୍ଟିଆ ଟେଲି ମେଡିସିନ୍‌ ସେବା ଯୋଗାଇବା ଉପରେ ଗୁରୁତ୍ବ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

7.ଏହା ସହିତ DDC କାଉଣ୍ଟର ବଢାଇବା ଏବଂ କାଉଣ୍ଟର ଆଗରେ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ଗାଇଡଲାଇନ୍‌ରେ ନିର୍ଦେଶ ଦିଆଯାଇଛି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...