ହଟିଲା ନାଇଟ କର୍ଫ୍ୟୁ

ରାଜ୍ୟ ସରକାର ସମସ୍ତ ସହରାଞ୍ଚଳରେ ଲାଗୁ ହୋଇଥିବା ନାଇଟ କର୍ଫ୍ୟୁ ପ୍ରତ୍ୟାହାର କରି ନେଇଛନ୍ତି। ଆସନ୍ତା 18 ତାରିଖରୁ ଏହି ନିଷ୍ପତ୍ତି ଲାଗୁ ହେବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

Leave a Comment

Your email address will not be published. Required fields are marked *

Scroll to Top