Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଜଙ୍ଗଲୀ ହାତୀଙ୍କ ପାଇଁ ବନ୍ଦ ହେଲା ନନ୍ଦନକାନନ

ଭୁବନେଶ୍ୱର: ନନ୍ଦନକାନନ ପଶିଲେ ଜଙ୍ଗଲୀ ହାତୀ  । ଶେଷରେ  ନନ୍ଦନକାନନ ବନ୍ଦ କରିବାକୁ କର୍ତ୍ତୃପକ୍ଷ ବାଧ୍ୟ ହୋଇଛନ୍ତି।  ଏ ନେଇ ଏସିଏଫ୍ ଶରତ ଚନ୍ଦ୍ର ବେହେରା ପ୍ରତିକ୍ରିୟା ରଖି କହିଛନ୍ତି ଯେ ଜିରାଫ ଖୁଆଡ ପାଖରେ ରହିଛନ୍ତି ଦୁଇ ଦନ୍ତା । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଆଜି ବନ୍ଦ ରହିବ ନନ୍ଦନକାନନ । ଦିନ ସମୟରେ ଅପରେସନ ଗଜରାଜ ବନ୍ଦ ରଖାଯାଇଛି । କାରଣ ଦିନବେଳେ ଘଉଡାଇଲେ ଅନ୍ୟ ଖୁଆଡ ଭାଙ୍ଗିବା ଆଶଙ୍କା ଅଛି । ସେଥିପାଇଁ ଘଉଡାଇବା କାର୍ଯ୍ୟ ବନ୍ଦ କରାଯାଇଛି । ଚନ୍ଦକା ଏବଂ ନନ୍ଦନକାନନର ଦୁଇଟି ଟିମ୍ ହାତୀ ଉପରେ ନଜର ରଖିଛନ୍ତି । ସନ୍ଧ୍ୟା ୫ଟାରେ ପୁଣି ଆରମ୍ଭ ହେବ ଅପରେସନ ଗଜରାଜ । ଗତକାଲି ରାତିରେ ପାଚେରୀ ଭାଙ୍ଗି ନନ୍ଦନକାନନ କୁ ପଶି ଆସିଛନ୍ତି । ରାତିହେଲେ ସେହି ରାସ୍ତା ଦେଇ ସେମାନଙ୍କୁ ଘଉଡାଯିବ କହିଛନ୍ତିି ନନ୍ଦନକାନନ ଏସିଏଫ୍
ଶରତ ଚନ୍ଦ୍ର ବେହେରା ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...