Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଶେଷରେ ମୁହଁ ଟାଣ ଭାଙ୍ଗିଲା, ଧର୍ମେନ୍ଦ୍ରଙ୍କ ପ୍ରଶଂସା କଲେ ସାଂସଦ ଅପରାଜିତା

ଭୁବନେଶ୍ୱର:  ପାଖେଇ ଆସୁଛି ପୌର ନିର୍ବାଚନ । ବିଭିନ୍ନ ସ୍ଥାନରେ ବିଭିନ୍ନ ଦଳର ପର୍ଥିମାନେ ପ୍ରଚାରକୁ ଜୋର୍ କରିଛନ୍ତି । ଆଜି ଭୁନେଶ୍ବରର 11 ନମ୍ବର ୱାର୍ଡରେ ବିଜେପିର ପ୍ରଚାର ଦୌଡ ବାହାରିଛି । ୱାର୍ଡ ନମ୍ବର 11ର କର୍ପୋରେଟର ପ୍ରାର୍ଥୀ ନିରୁପମା ପାତ୍ର ରାଲିରେ ବାହାରିଥିଲେ । ରାଜ୍ୟ ସଭାପତି ସମୀର୍ ମହାନ୍ତି ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ତଙ୍କ ପାଇଁ ଗଳି ଗଳି ବୁଲି ପ୍ରଚାର କରୁଛନ୍ତି । ସହରୀ ଭୋଟରଙ୍କୁ ମନେଇବା ପାଇଁ ପ୍ରସଙ୍ଗର ଅସ୍ତ୍ରକୁ ସହାଣ କରି ଛି ବେଜେପି । ଏ ନେଇ ବିଜେପି କହିଛି
ଭାରତୀୟ ଜନତା ପାର୍ଟିର ନେତା ଏବଂ କେନ୍ଦ୍ରରେ ଗୁରୁଦାୟିତ୍ୱ ନେଇ କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଭାରତୀୟ ଜନତା ପାର୍ଟି କଲେକ୍ଟିଭ ଲିଡରସିପରେ ବିଶ୍ୱାସ କରେ । ଆମର ନେତାମାନେ ଅଛନ୍ତି ଏବଂ କାର୍ଯ୍ୟ କରୁ ଥିବା ବିଜେପି ରାଜ୍ୟ ସଭାପତି କହିଛନ୍ତି । ସେପଟେ ସାଂସଦ ଅପରାଜିତା ସଡଙ୍ଗୀ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ଦଳର ଜଣେ ବରିଷ୍ଠ ନେତା, ଦଳର ଦୁଇଟି ପୋର୍ଟଫୋଲିଓ ତାଙ୍କ ପାଖରେ ଅଛି | ଆମେ ସମସ୍ତେ ତାଙ୍କଠାରୁ ପ୍ରେରଣା ପାଉଛୁ। ମୁଁ ବହୁତ ସାଧାରଣ ଲୋକ । ଦଳର ଜଣେ ସାଧାରଣ କର୍ମୀ । ଚବିଶ ବର୍ଷର ଭାରତୀୟ ପ୍ରଶାସନିକ ସେବା ଛାଡିକି ଆସିଛି ଲୋକଙ୍କ ସେବା କରିବା ପାଇଁ, କୌଣସି ପଦ ପଦବୀ ପାଇଁ ମୁଁ କାମ କରୁନାହିଁ । ମୁଁ ସେବା କରିବା ପାଇଁ ଆସିଛି ସେବା କରୁଥିବି । ପଦବୀ ପାଇଁ କୌଣସି ଲାଳସା ନାହିଁ । ମୁଁ ପ୍ରଧାନସେବିକା ହିସାବରେ କାମ କରୁଥିବି ଲୋକଙ୍କ ସାଙ୍ଗରେ ରହୁଥିବି ବୋୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ।

 

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଲୋକସେବା ଭବନ ଠାରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ତଥା ସାଂସଦ ଶ୍ରୀ ନବୀନ ଜିନ୍ଦଲ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ...

ଓଡ଼ିଶା ନ୍ୟୁଜ

  ୟୁ-ଟୁ୍ୟବ୍‌ ଲାଇଭ୍‌ରେ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା  ଆବେଦନ ଫର୍ମ ପୂରଣ ଓ ଦାଖଲ ହେବ ସଂପୂର୍ଣ୍ଣ ଦେୟମୁକ୍ତ  ଆବେଦନ ଫର୍ମ ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ୍‌...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ଗଣ ପର୍ବ ନୂଆଖାଇ ଉପଲକ୍ଷେ ସେପ୍ଟେମ୍ବର ୯ ତାରିଖକୁ ଛୁଟି ଘୋଷଣା କରିଛନ୍ତି। ସୂଚନା ଯୋଗ୍ୟ ଯେ ନୂଆଖାଇ ସେପ୍ଟେମ୍ବର ୮ ତାରିଖ ରବିବାର...

ବିଜିନେସ

ଭୁବନେଶ୍ୱର, ୨୯ ଅଗଷ୍ଟ: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି। ହକିର କିମ୍ବଦନ୍ତୀ ପୁରୁଷ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ସାରା ଦେଶରେ ଜାତୀୟ କ୍ରୀଡ଼ା ଦିବସ...