ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ ଭଉଣୀ ତଥା ବିଜୁ ପଟ୍ଟନାୟକଙ୍କ ଝିଅ ତଥା ବିଶିଷ୍ଟ ଲେଖକ, ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ର ନିର୍ମାତା ତଥା ସାମ୍ବାଦିକ ଗୀତା ମେହେଟ୍ଟାଙ୍କ ଦିଲ୍ଲୀରେ ଆଜି ଦେହାନ୍ତ ହୋଇଛି।
ଆମେରିକାର ଜଣାଶୁଣା ପ୍ରକାଶକ ସନ୍ନି ମେହେଟ୍ଟାଙ୍କୁ ବିବାହ କରିଥିବା ଗୀତା 1943 ମସିହାରେ ଦିଲ୍ଲୀରେ ଜନ୍ମଗ୍ରହଣ କରି ଥିଲେ।