ଭୁବନେଶ୍ବର: ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ଗ୍ରୁପ୍ ‘ବି’ ପଦବୀ ପରୀକ୍ଷା ସ୍ଥଗିତ । ମାର୍ଚ୍ଚ ୮ ଏବଂ ୯ ତାରିଖରେ ହେବାକୁ ଥିବା ଓଡ଼ିଶା ପୋଲିସର ଗ୍ରୁପ୍ ବି ପରୀକ୍ଷା ସ୍ଥଗିତ କରାଯାଇଛି । ଓପିଆରବି ଦ୍ୱାରା ହେବାକୁ ଥିବା ପରୀକ୍ଷା ଅନ୍ୟାଦେଶ ଯାଏ ସ୍ଥଗିତ ରଖାଯାଇଛି ।