ହସ୍ପିଟାଲରେ ମାତିଲା କରୋନା, ଦେଖନ୍ତୁ କେଉଁ ହସ୍ପିଟାଲରେ କେତେ ଜଣ ଆକ୍ରାନ୍ତ

ଭୁବନେଶ୍ୱର: ହସ୍ପିଟାଲରେ ମାଡିଚାଲିଛି କରୋନା। ସବୁ ହସ୍ପିଟାଲରେ ଏବେ ଡାକ୍ତର, ନର୍ସ, ଡାକ୍ତରୀ ଛାତ୍ରଛାତ୍ରୀ ମାନେ ବହୁଳ ମାତ୍ରାରେ କରୋନା ରେ ଆକ୍ରନ୍ତ ହୋଇଛନ୍ତି। ଦେଖନ୍ତୁ କେଉଁ ମେଡିକାଲ ରେ କେତେ ଆକ୍ରାନ୍ତ….

କଟକ ଏସ ସିବି – ୪୦ ଜଣ ଆକ୍ରନ୍ତ। ଡାକ୍ତର ଏବଂ ନର୍ସ

ବୁର୍ଲା ଭୀମସାର- ୫୫, (୩୦ ଡାକ୍ତର ଛାତ୍ରଛାତ୍ରୀ ଏବଂ ୨୫ ଜଣ ଡାକ୍ତର ଏବଂ ନର୍ସ)

ଏମସ ଭୁବନେଶ୍ୱର – ୧୫୬ ଆକ୍ରାନ୍ତ( ଡାକ୍ତର ଏବଂ ନର୍ସ)

କ୍ୟାପିଟାଲ ହସ୍ପିଟାଲ: ୩୦ ଆକ୍ରନ୍ତ( ଡାକ୍ତର ଏବଂ ନର୍ସ)

Leave a Comment

Your email address will not be published. Required fields are marked *

Scroll to Top