Connect with us

Hi, what are you looking for?

ଜାତୀୟ

ମୋଦି ଖେଳିଲେ ଆଦିବାସୀ କାର୍ଡ, ବିଷ୍ଣୁ ହେଲେ ମୁଖ୍ୟମନ୍ତ୍ରୀ

ରାୟପୁର: ସରପଞ୍ଚରୁ ସିଏମ । ପଛରେ ପଡିଗଲେ ଚର୍ଚ୍ଚିତ ହେଭିଓ୍ବେଟ । ଓବିସି କାର୍ଡ ବଦଳରେ ଆଦିବାସୀ କାର୍ଡ । ବିଷ୍ଣୁଦେବ ସାଏ ଛତିଶଗଡ଼ର ନୂଆ ସିଏମ । ରାଜ୍ୟ ଦେଖିଲା ପ୍ରଥମ ଆଦିବାସୀ ମୁଖ୍ୟମନ୍ତ୍ରୀ । ବିଷ୍ଣୁଦେବଙ୍କ ଉପରେ ହାଇକମାଣ୍ଡ କରିଛନ୍ତି ଭରସା । ଦଳର ୫୪ ବିଧାୟକଙ୍କୁ ନେଇ ବସିଥିବା ବୈଠକରେ ବିଷ୍ଣୁଦେବଙ୍କ ନାଁ ଉପରେ ବାଜିଛି ମୋହର । ସିଏମ ଚୟନ ଲାଗି ଦୁଇ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା, ସର୍ବାନନ୍ଦ ସୋନୋୱାଲ ଓ ବରିଷ୍ଠ ନେତା ଦୁଶ୍ୟନ୍ତ ଗୌତମଙ୍କୁ ନେଇ ଗଠିତ ହୋଇଥିଲା ପର୍ଯ୍ୟବେକ୍ଷକ ଟିମ । ଦୁଇ ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ହୋଇଛି ନିଷ୍ପତ୍ତି । ନୂଆ ସିଏମ ଘୋଷଣା ହେବା ପରେ କର୍ମୀ ମନାଇଛନ୍ତି ଖୁସି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...