Connect with us

Hi, what are you looking for?

ଅପରାଧ

ଜଳ ସମ୍ପଦ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ

ମାଲକାନଗିରି : ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମାଲକାନଗିରି ଜିଲ୍ଲା ଜଳସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ସଞ୍ଜୟ କୁମାର ମହାନ୍ତିଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ମାଲକାନଗିରିରେ ଥିବା ଭଡ଼ା ଘର ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରହିଛି। ଏହାସହ ଜଳେଶ୍ବରରେ ଥିବା ଘର ଓ ଭୁବନେଶ୍ବରରେ ଥିବା ଏକ ଫ୍ଲାଟ୍ ଓ ପୋଖରୀପୁଟରେ ଥିବା ଶ୍ବଶୁର ଘର ସମେତ ଏକକାଳୀନ ୬ଟି ସ୍ଥାନରେ ଚଢ଼ାଉ ଜାରି ରହିଛି। ମାଲକାନଗିରି ଭଡ଼ା ଘରୁ ଏ ପର୍ଯ୍ୟନ୍ତ ନଗଦ 1 ଲକ୍ଷ 40 ହଜାର ଟଙ୍କା, ଭୁବେନେଶ୍ୱରରେ ଗୋଟିଏ ଫ୍ଲାଟ, ଜଳେଶ୍ୱରେ 11 ଟି ପ୍ଲଟ, ମିଳିଥିବା ସୂଚନା ମିଳିଛି। 

Written By

Click to comment

Leave a Reply

Your email address will not be published. Required fields are marked *

You May Also Like