Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସୋଫିଆଙ୍କ ନାଁରେ ମୋହର ମାରିବ AICC, ଖୁବଶୀଘ୍ର ଘୋଷଣା

କଟକ: କଟକ ବାରବାଟୀ ଆସନରୁ ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ୍ ହେବେ କଂଗ୍ରେସର ପ୍ରାର୍ଥୀ । କର୍ମୀଙ୍କ ସହ ବୈଠକ ପରେ ମହମ୍ମଦ ମୋକିମଙ୍କ ଘୋଷଣା । ଖୁବଶୀଘ୍ର ସୋଫିଆଙ୍କ ନାଁ ପ୍ରଦେଶ କଂଗ୍ରେସ କମିଟିରେ କରାଯିବ ଆବେଦନ ।

ସେପଟେ ଝିଅ ସୋଫିଆ କହିଛନ୍ତି, ମତେ ଆପଣ ନିଜ ଝିଅ ଓ ଭଉଣୀ ଭାବେ ଦୟାକରି ସ୍ୱୀକାର କରନ୍ତୁ । ଆମେ ମିଶିକି ଲଢିବା ଆମ ସମ୍ମାନ ପାଇଁ, ଆମ ସ୍ୱାଭିମାନ ପାଇଁ । କେହି ଚାହିଁଲେ ଆମକୁ ତଡି ପାରିବେ ନାହିଁ ବୋଲି କହିଲେ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ୍ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like