Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କେଉଁ ବୁଥରେ ହେବ ସାନି ନିର୍ବାଚନ ଦେଖନ୍ତୁ

ଭୁବନେଶ୍ୱର: ପଂଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ  ବେଳେ ଅନେକ ହିଂସା କାଣ୍ଡ ଦେଖିବାକୁ ମିଳିଛି। କେଉଁଠି ବୁଥରେ ତାଲା ପକାଇ ଜୋରଜବରଦସ୍ତ ଭୋଟ ଦେଇଥିଲେ ତ ଆଉ କେଉଁଠ ବାଲଟ ବକ୍ସକୁ ପୋଖରୀରେ ଫୋପାଡ଼ି ଦେଇଥିଲେ। ଏବେ   ୪ ଟି ଜିଲ୍ଲାରେ ୨୫ ଟି ସ୍ଥାନରେ ପୁନଃ ମତଦାନ ପାଇଁ ପ୍ରସ୍ତାବ ଆସିଛି। ଯାଜପୁର ୧୧,ପୁରୀ ୫,ଢେଙ୍କାନାଳ ୪,ଭଦ୍ରକ ୫ ଟି ସ୍ଥାନ ପାଇଁ ପ୍ରସ୍ତାବ ଆସିଛି। ରାଜ୍ୟ ନିର୍ବାଚନ କମିଶନ ପୁନଃ ନିର୍ବାଚନ ନେଇ ତର୍ଜମା କରୁଛନ୍ତି। ଦେଖନ୍ତୁ କେଉଁ କେଉଁ ବୁଥରେ ହେବ  ସାନି ମତଦାନ।

ଭଦ୍ରକ

ଭଦ୍ରକ ବ୍ଲକ୍ରର ଚଣ୍ଡିଗାଁ ପଂଚାୟତର  ବୁଥ ନମ୍ବର ୧,୨, ୩ ଏବଂ ୪ ।  ଏବଂ ବୋଣ୍ଠ  ବ୍ଲକର କେନ୍ଦୁପଡା ପଂଚାୟତର  ବୁୁଥ ନମ୍ବର ୧୫ ।

ଢେଙ୍କାନାଳ

ଗନ୍ଦିଆ ବ୍ଲକର ନିହାଲ ପ୍ରସାଦ ପଂଚାୟତର ୨,୬,୭ ଏବଂ ୧୧ ନମ୍ବର ବୁଥ

ଯାଜପୁର

ଯାଜପୁର ବ୍ଲକର

ସୁଜନପୁର ପଂଚାୟତ ର ୧ନମ୍ବର ବୁଥ,

ଏରବାଙ୍କର ୨ ଏବଂ ୩  ନମ୍ବର ବୁଥ,

ରୁଦ୍ରପୁରର ୪, ୫ ଓ ୧୨ ନମ୍ବର ବୁଥ,

ଛାତିସଦେବିଲ ପଂଚାୟତର ୧ ନମ୍ବର ବୁଥ,

ଜାହାଜପଦାର ୧୦ନମ୍ବର ବୁଥ,

ଅରବଳାର ୮ନମ୍ବର ବୁଥ ଏବଂ

ଧର୍ମଶଳା ବ୍ଲକର

ଦେଓଦା ଗ୍ରାମପଂଚୟତର ୬ଓ ୭ ନମ୍ବର ବୁଥ।

ପୁରୀ

ବ୍ରହ୍ମଗିରି ବ୍ଲକର ଛପମାଣିକ ଗ୍ରାମପଞ୍ଚାୟତ ର  ୯ ନମ୍ବର ବୁଥ,  କୃଷ୍ଣପ୍ରସାଦ ଆଳନ୍ଦା ଗ୍ରାମପଞ୍ଚାୟତର ୮ ନମ୍ବର ବୁଥ ଏବଂ କଣାସ ବ୍ଲକ ବଡାଲ ଗ୍ରାମପଞ୍ଚାୟତ ର ବୁଥ ନମ୍ବର ୫,୭, ଏବଂ ୮ରେ ସାନି ନିର୍ବାଚନ କରିବା ପାଇଁ ଆସିଛି ପ୍ରସ୍ତାବ।

 

 

 

 

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦: ସ୍ତନ କର୍କଟ ରୋଗୀଙ୍କ ନିମନ୍ତେ ଅତ୍ୟାଧୁନିକ ଓ ପ୍ରଭାବଶାଳୀ ଚିିକିତ୍ସା ଇନ୍‌ଟରଷ୍ଟିସିଆଲ୍ ଇମ୍‌ପ୍ଲାଂଟ ବ୍ରାକିଥେରାପି ଏବେ ସ୍ଥାନୀୟ ସମ୍ ଅଲ୍ଟିମେଟ ମେଡିକେୟାରରେ ଉପଲବ୍ଧ । ଇନ୍‌ଟରଷ୍ଟିସିଆଲ୍ ବ୍ରାକିଥେରାପି ଏକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୧୦ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ ଆଣ୍ଡ ସମ୍ ହସ୍ପିଟାଲ (ଫୁଲନଖରା କ୍ୟାମ୍ପସ) ପରେ ଅକ୍ଟୋବର ୯ ତାରିଖରେ ବିଶ୍ୱ ମାନସିକ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...