Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କାଲି ଚତୁର୍ଥ ପର୍ଯ୍ୟାୟ ଭୋଟ, ସମ୍ବେଦନଶୀଳ ବୁଥ ଉପରେ ନଜର

ଭୁବନେଶ୍ୱର:    ପଞ୍ଚାୟତ ନିର୍ବାଚନ ଲାଗି। କାଲି  ଚତୁର୍ଥ ପର୍ଯ୍ୟାୟ  ଭୋଟ। ୨୭ଟି ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।  ୧୭,୦୮୯ ବୁଥ୍‌ରେ ମତଦାନ ହେବ । ୧୬୩ଟି ଜିଲ୍ଲା ପରିଷଦ ଜୋନ୍‌ ପାଇଁ ମତଦାନ ଅନୁଷ୍ଠିତ ହେବ । ୧୨୫୪ଟି ପଞ୍ଚାୟତର ୧୭,୦୮୯ ବୁଥ୍‌ରେ ହେବ ମତଦାନ । ଏଥିମଧ୍ୟରୁ ୨୫୬୩ ବୁଥ୍‌ ସମ୍ବେଦନଶୀଳ ଚିହ୍ନଟ ହୋଇଛି । ମଇଦାନରେ ୬୬୭ ଜିଲ୍ଲା ପରିଷଦ ପ୍ରାର୍ଥୀ ଅବତୀର୍ଣ୍ଣ ହୋଇଛନ୍ତି ।

ଝରୁସୁଗୁଡା, ବୌଦ୍ଧ, ଦେବଗଡ଼ରେ ସାରିଯାଇଛି ନିର୍ବାଚନ । ଭଦ୍ରକ ଏବଂ ରାୟଗଡାରେ ରିପୋଲିଂ ନେଇ ପ୍ରସ୍ତାବ ଆସିଛି ।

 

Written By

Click to comment

Leave a Reply

Your email address will not be published. Required fields are marked *

You May Also Like