Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଆସିଲା ବ୍ଲକ ତାଲିକା, 37 ବ୍ଲକକୁ ଛାଡି ସବୁ ପୋଛିନେଲା ବିଜେଡି

ଭୁବନେଶ୍ୱର: କିଏ କେତେ ବ୍ଲକ ଦଖଲ କରିବ ତାଙ୍କୁ ନେଇ ଚଲିଥିବା ଛକା ପଞ୍ଚାର ଯବନିକା ପଡିଲା।    ବ୍ଲକ ଅଧକ୍ଷ ଗଠନ ନେଇ  ପଂଚାୟତ ନିର୍ବାଚନ ଫଳାଫଳ ବାହାରିବା ଠାରୁ ତିନି ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ  ବ୍ଲକ ଦଖଲ କରିବାକୁ କବଜା କରିବାକୁ କସରତ  ଚଳାଇଥିଲେ।  ହେଲେ ବିରୋଧୀ ତାଙ୍କ  ରଣନୀତି ରେ ସଫଳ ହୋଇନଥିବା ଭଳି ଲାଗୁଚି। କାରଣ ୩୧୪ବ୍ଲକରୁ ବିରୋଧୀ ମାତ୍ର ୩୭ଟା ବ୍ଲକ ଦଖଲ କରିବାରେ ସଫଳ ହୋଇଛନ୍ତି।  ବାକି ସବୁ ବ୍ଲକ କୁ ବୁଜେଡି କବଜା କରିନେଇଛି। ସୂଚନା ଅନୁସାରେ ୩୧୪ ବ୍ଲକରୁ ବିଜେଡି ୨୭୮ ବ୍ଲକ, ବିଜେପି ୨୧ ବ୍ଲକ, କଂଗ୍ରେସ ୧୩ ବ୍ଲକ ଏବଂ ସିପିଆଇଏମ 3 ଟି ବ୍ଲକକୁ ଦାଖଲ କରିଛନ୍ତି।

ବିଜେପିର ୧୭ ଜିଲ୍ଲା  ଏବଂ କଂଗ୍ରେସ ୨୨ଜିଲ୍ଲାରେ ଆଧିପତ୍ୟ ଜାହିର କରିପାରିନାହିଁ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...