Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପାଞ୍ଚ ହଜାର ମୁହାଁ କରୋନା ସଂକ୍ରମଣ

ଭୁବନେଶ୍ୱର: ପାଞ୍ଚ ହଜାର ମୁହାଁ କରୋନା ସଂକ୍ରମଣ। ପ୍ରଥମ ଲହର ସମୟରେ ପିକରେ 4ହଜାର ଚୁଇଥିଲା ସଂକ୍ରମଣ। ଆଜି ପ୍ରଥମ ଲହରର ପିକ ସଂକ୍ରମଙ୍କୁ ଆତିକ୍ରମ କରିଛି। ଆଜି ରାଜ୍ୟର 70ହଜାର 200 ଜଣଙ୍କର କ ରୋନା ଟେଷ୍ଟ ହୋଇଥିବା ବେଳେ 4ହଜାର7ଶହ14 ଜଣ ପିଜେଟିଭ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଧାରେ 1619 ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି।

Covid-19 Report For 8th Jan

New Positive Cases: 4714
Of which 0-18 years: 416
In quarantine: 2755
Local contacts: 1959

  1. Angul: 22
  2. Balasore: 123
  3. Bargarh: 56
  4. Bhadrak: 7
  5. Balangir: 99
  6. Boudh:
  7. 7. Cuttack: 360
  8. Deogarh: 36
  9. Dhenkanal: 9
  10. Gajapati: 32
  11. Ganjam: 70
  12. Jagatsinghpur: 63
  13. Jajpur: 83
  14. Jharsuguda: 154
  15. Kalahandi: 15
  16. Kandhamal: 13
  17. Kendrapada: 10
  18. Keonjhar: 43
  19. Khurda: 1619
  20. Koraput: 65
  21. Malkangiri: 3
  22. . Mayurbhanj: 113
  23. Nawarangpur: 37
  24. Nayagarh: 34
  25. Nuapada: 32
  26. Puri: 119
  27. Rayagada: 31
  28. Sambalpur: 437
  29. Sonepur: 46
  30. Sundargarh: 662
  31. State Pool: 315

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୨୧ : ଓଡ଼ିଶା ପ୍ରଶାସନିକ ସେବା ୨୦୨୨ର ପରୀକ୍ଷାଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ)ର...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...