Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ହଟିବ କୋଭିଡ କଲର ଟ୍ୟୁନ

ନୂଆଦିଲ୍ଲୀ: ଆପଣଙ୍କୁ ସବୁବେଳେ ବିରକ୍ତ କରୁଥିବା ମ୍ୟୁଜିକ ଆଉ ଶୁଭିବ ନାହିଁ। ଏଣିକି ସିଧା ରିଙ୍ଗ ହେବ ଫୋନ। କୋଭିଡ ସଂକ୍ରାନ୍ତରେ ଥିବା ମ୍ୟୁଜିକ ଆଉ ଶୁଭିବ ନାହିଁ। ଗତ ଦୁଇ ବର୍ଷ ଧରି ସମସ୍ତଙ୍କ ଫୋନରେଏହି କଲର ଟ୍ୟୁନ ଖଞ୍ଜି ଦିଆଯାଇଛି। ଯାହାକି ଅନେକଙ୍କୁ ବିରକ୍ତ କରୁଛି। ଏବେ ଏଥିରେ ଲାଗିବ ରୋକ। ବର୍ତ୍ତମାନ ଫୋନ କରିବା ପୂର୍ବରୁ କରୋନା କଲର ଟ୍ୟୁନ ଶୁଣିବାକୁ ମିଳୁଛି ଯେଉଁଥିରେ ଅମିତାଭ ବଚ୍ଚନଙ୍କ ସ୍ୱରରେ କରୋନାରୁ ବର୍ତ୍ତିବା ପାଇଁ ପରାମର୍ଶ ଦିଆଯାଉଛି ।

କରୋନା ମହାମାରୀ ଦ୍ରୁତ ସଂକ୍ରମଣ ପରଠାରୁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଫୋନରେ ଏହି କଲର ଟ୍ୟୁନ ଶୁଣିବାକୁ ମିଳୁଛି । ପ୍ରଥମେ ଏଥିରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା ନେଇ କୁହାଯାଉଥିଲା ଏବଂ ଭାକ୍ସିନ ଆସିବା ପରେ ଭାକ୍ସିନ ନେବା ନେଇ ସୂଚନା ଦିଆଯାଉଛି । କିନ୍ତୁ ଏବେ ଏହା ଆଉ ଶୁଣିବାକୁ ପଡ଼ିବନି । ସୂଚନା ଅନୁଯାୟୀ ଟେଲିକମ ମନ୍ତ୍ରାଳୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟକୁ ଚିଠି ଲେଖି ଏହାକୁ ବନ୍ଦ କରିବା ପାଇଁ ପରାମର୍ଶ ମାଗିଛନ୍ତି ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୨୧ : ଓଡ଼ିଶା ପ୍ରଶାସନିକ ସେବା ୨୦୨୨ର ପରୀକ୍ଷାଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ)ର...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...