Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସାଧାରଣ ତନ୍ତ୍ର ଦିବସ ପାଇଁ ଜାରି ହେଲା କୋଭିଡ ଗାଇଡ଼ ଲାଇନ, ଦେଖନ୍ତୁ କେମିତି କିଏ ପାଳନ କରିବେ

ଭୁବନେଶ୍ୱର: ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପାଳନ ନେଇ ରାଜ୍ୟ ସରକାର କଟକଣା କରିଛନ୍ତି। ଗାଇଡ଼ ଲାଇନରେ ରାଜ୍ୟ ସରକାର ସାଧାରଣ ତନ୍ତ୍ର ଦିବସକୁ ପାଳନ କରିବାକୁ ଅନୁମତି ତ ଦେଇଛନ୍ତି କିନ୍ତୁ କିଛି କଟକଣା ଲାଗୁକରିଛନ୍ତି। ବ୍ୟକ୍ତିଗତ ଭାବେ ଘରେ ଗଣତନ୍ତ୍ର ଦିବସ କରିବାକୁ କୁହାଯାଇଛି। କିନ୍ତୁ ୫ଜଣ ରୁ ଅଧିକ ଏକାଠି ହେବେ ନାହିଁ। ଅନୁଷ୍ଠାନ ମାନଙ୍କରେ ଗଣତନ୍ତ୍ର ଦିବସ ପାଳନ କରିବାକୁ ସରକାର ଅନୁମତି ଦେଇଛନ୍ତି। କିନ୍ତୁ ୧୦ଜଣରୁ ଅଧିକ ଏକାଠି ହୋଇ ପାଳନ କରିପାରିବେ ନାହିଁ। ସମସ୍ତେ କୋଭିଡ ଗାଇଡ଼ ଲାଇନ ମାନି ପାଳନ କରିବକୁ ସରକାର ଗାଇଡ ଲାଇନରେ ପ୍ରକାଶ କରିଛନ୍ତି। ସମସ୍ତେ ମାସ୍କ ପିନ୍ଧିବା ସହ ସାମଜିକ ଦୂରତ୍ୱ ରଖି କରି ପାଳନ କରିବାକୁ କୁହାଯାଇଛି। ଏ ନେଇ ଏସ ଆର ସି ଗାଇଡ଼ ଲାଇନ ଜାରି କରିଛନ୍ତି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୨୧ : ଓଡ଼ିଶା ପ୍ରଶାସନିକ ସେବା ୨୦୨୨ର ପରୀକ୍ଷାଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ)ର...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...