Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପୌର ନିର୍ବାଚନ: କେଉଁ ରଙ୍ଗର ଇଭିଏମ, କାହା ପାଇଁ, ଦେଖନ୍ତୁ

ଭୁବନେଶ୍ୱର: ପୋୖରାଞ୍ଚଳ ନିର୍ବାଚନ ପାଇଁ ଭୋଟର ଲିଷ୍ଟ ଡ୍ରାଫ୍ଟ ପ୍ରକାଶିତ ହୋଇଛି। ରାଜନୈତିକ ଦଳଙ୍କୁ ବି ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ nota ରହିଛି।  ଚଳିତ ବର୍ଷ  ମେୟର ଓ ଚେୟାର ମ୍ୟାନ ନିର୍ବାଚନ ସିଧାସଳଖ ହେବ। ଗୋଟେ ବୁଥ ରେ ଦୁଇଟି ଇଭିଏମ ରହିବ।  କାଉନ୍ସିଲର ଓ କର୍ପୋରେଟରଙ୍କ ପାଇଁ ପିଙ୍କ କଲର  ଇଭିଏମ ରହିବ  ଓ ମେୟର ଓ ଅଧ୍ୟକ୍ଷଙ୍କ ପାଇଁ ହଳଦିଆ ରଙ୍ଗର  ଇଭିଏମ  ମେସିନ ରହିବ।  ଏ ନେଇ ଆଜି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like