Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପୌର ନିର୍ବାଚନ: ଆରମ୍ଭ ହେଲା ଇଭିଏମ ପ୍ରଶିକ୍ଷଣ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଇଭିଏମ ପ୍ରଶିକ୍ଷଣ ଶିବିର। ।ଏ ନେଇ ଆଜି ମାଷ୍ଟର ଟ୍ରେନର ଙ୍କୁ ଦିଆଯାଉଛି ତାଲିମ । ରାଜ୍ୟନିର୍ବାଚନ କମିଶନ ଆଫିସ ରେ 15 ଟି ଜିଲ୍ଲାର ମାଷ୍ଟର ଟ୍ରେନର ଙ୍କୁ ଦିଆଯାଉଛି ଟ୍ରେନିଂ।ଏହା ଦୁଇ ଦିନ ଧରି ଚାଲିବ। ଆସନ୍ତାକାଲି ଆଉ ୧୫ଟି ଜିଲ୍ଲା ରେ ମାଷ୍ଟର ଟ୍ରେନର କୁ ଦିଆଯିବ ତାଲିମ।ଏଥିରେ ଇଭିଏମ ମେସିନଶପରିଚାଳନା,କିଭଳି ଭୋଟିଂ,ସିଲ,ନୋଟାରେ ଭୋଟିଂ ଏବଂ ଭୋଟ ଗଣତି ନେଇ ଦିଆଯାଉଛି ତାଲିମ। ଏଥର ପୌରାଧକ୍ଷ ଏବଂ ମେୟର ପାଇଁ ସିଧାସଳଖ ଭୋଟିଂ ହେବ ଏଥିପାଇଁ ସ୍ବତନ୍ତ୍ର ଭୋଟିଂ ହେବ। ଏହି ମାଷ୍ଟର ଟ୍ରେନର ମାନେ ଜିଲ୍ଲା ରେ ଯାଇ ରିଟର୍ଣ୍ଣିଂ ଅଫିସର ଏବଂ ପ୍ରିଜାଇଡିଂ ଅଫିସର ଙ୍କୁ ତାଲିମ ଦିଆଯିବ। ଯଦି ଏଥିରେ କୌଣସି ଦ୍ବନ୍ଦ୍ବ ଉପୁଜିଲେ ଆଉଥରେ ରାଜ୍ୟ ନିର୍ବାଚନ କମିଶନ ଙ୍କ ତରଫରୁ ତାଲିମ ଦିଆଯିବ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୨୧ : ଓଡ଼ିଶା ପ୍ରଶାସନିକ ସେବା ୨୦୨୨ର ପରୀକ୍ଷାଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ)ର...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ଵର: ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ପଞ୍ଚମ ପାଳି। ଆଜି ଏହି କାର୍ଯ୍ୟକ୍ରମରେ ଏକ ନିଆରା ମାନବିକତା ପଣ ଦେଖାଇଥିଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ।...