Connect with us

Hi, what are you looking for?

ଜାତୀୟ

ଏକଜିଟ ପୋଲ ରେଜଲ୍ଟ: ଉତ୍ତର ପ୍ରଦେଶରେ ଯୋଗୀ ସରକାର

ନୂଆଦିଲ୍ଲୀ: ଆସିଲା ଏକଜିଟ ପୋଲ ରେଜଲ୍ଟ। ଏକଜିଟ ପୋଲର ଆକଳନ ଅନୁସାରେ ଉତ୍ତର ପ୍ରଦେଶରେ ପୁଣି ଆସିବ ଯୋଗୀ ସରକାର । ଉତ୍ତରାଖଣ୍ଡରେ କଡା ଟକ୍କର ହେବାକୁ ଥିବା ବେଳେ ପଞ୍ଜାବରେ ଆମ ଆଦମୀ ପାର୍ଟି ଗଢ଼ିବ ସରକାର।

 

ରିପବ୍ଲିକ-ପି ମାର୍କର ଆକଳନ ଅନୁସାରେ ଉତ୍ତର ପ୍ରଦେଶରେ ବିଜେପିକୁ ୨୪୦, ଏସପି ୧୪୦, ବିଏସପି ୧୭, କଂଗ୍ରେସକୁ ୪ ଆସନ ମିଳିବ । ଉତ୍ତରାଖଣ୍ଡରେ ଏବିପି -ସି ଭୋଟର ଆକଳନ ଅନୁସାରେ ବିଜେପିକୁ ୨୬ରୁ ୩୨ ଆସନ, ଏସପିକୁ ୨ଟା, କଂଗ୍ରେସ କୁ ୩୨-୩୮ ଏବଂ ଅନ୍ୟ ୩ରୁ ୭ । ଇଣ୍ଡିଆ ଟୁଡେ -ଆକ୍ସିସ ତଥ୍ୟ ଅନୁସାରେ ପଞ୍ଜାବରେ ଆପକୁ ୭୬ରୁ ୯୦ ଆସନ ମିଳିପାରେ

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଓଡ଼ିଶା ନ୍ୟୁଜ

ପୁରୀ: ଖୋଲିଲା ରତ୍ନଭଣ୍ଡାର । ନିର୍ଦ୍ଧାରିତ ସମୟ ଦିନ ୧ଟା ୨୮ରେ ରତ୍ନଭଣ୍ଡାର ଖୋଲାଯାଇଛି। ପ୍ରଥମେ ବାହାର ରତ୍ନ ଭଣ୍ଡାର ଖୋଲାଯାଇଥିବା ସୂଚନା ମିଳିଛି।  ଆଜି କେବଳ ରତ୍ନଭଣ୍ଡାର ଯାଞ୍ଚ ହେବ।  ରତ୍ନ...