Connect with us

Hi, what are you looking for?

ଜାତୀୟ

ଏକଜିଟ ପୋଲ ରେଜଲ୍ଟ: ଉତ୍ତର ପ୍ରଦେଶରେ ଯୋଗୀ ସରକାର

ନୂଆଦିଲ୍ଲୀ: ଆସିଲା ଏକଜିଟ ପୋଲ ରେଜଲ୍ଟ। ଏକଜିଟ ପୋଲର ଆକଳନ ଅନୁସାରେ ଉତ୍ତର ପ୍ରଦେଶରେ ପୁଣି ଆସିବ ଯୋଗୀ ସରକାର । ଉତ୍ତରାଖଣ୍ଡରେ କଡା ଟକ୍କର ହେବାକୁ ଥିବା ବେଳେ ପଞ୍ଜାବରେ ଆମ ଆଦମୀ ପାର୍ଟି ଗଢ଼ିବ ସରକାର।

 

ରିପବ୍ଲିକ-ପି ମାର୍କର ଆକଳନ ଅନୁସାରେ ଉତ୍ତର ପ୍ରଦେଶରେ ବିଜେପିକୁ ୨୪୦, ଏସପି ୧୪୦, ବିଏସପି ୧୭, କଂଗ୍ରେସକୁ ୪ ଆସନ ମିଳିବ । ଉତ୍ତରାଖଣ୍ଡରେ ଏବିପି -ସି ଭୋଟର ଆକଳନ ଅନୁସାରେ ବିଜେପିକୁ ୨୬ରୁ ୩୨ ଆସନ, ଏସପିକୁ ୨ଟା, କଂଗ୍ରେସ କୁ ୩୨-୩୮ ଏବଂ ଅନ୍ୟ ୩ରୁ ୭ । ଇଣ୍ଡିଆ ଟୁଡେ -ଆକ୍ସିସ ତଥ୍ୟ ଅନୁସାରେ ପଞ୍ଜାବରେ ଆପକୁ ୭୬ରୁ ୯୦ ଆସନ ମିଳିପାରେ

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୧୫ : କୃଷି କ୍ଷେତ୍ରରେ ଜ୍ଞାନ ଆହରଣ ଏବଂ କୃଷକମାନଙ୍କୁ ସହଜରେ କୃଷି ସମ୍ପର୍କିତ ତଥ୍ୟ ପ୍ରଦାନ କରିବା କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବା ନିମନ୍ତେ ଶିକ୍ଷା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ...