Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଧସିଲା BJD ଗଡ଼ : ବିରୋଧୀଙ୍କ ହାତରେ କାକଟପୁର ଓ ଅସ୍ତରଙ୍ଗ ଅଧ୍ୟକ୍ଷ ପଦ

କାକଟପୁର: ଇତିହାସ ରଚିଲା ପୁରୀ ଜିଲ୍ଲାର କାକଟପୁର ଓ ଅସ୍ତରଙ୍ଗ ବ୍ଲକ। ବିଜେଡି ଗଡକୁ ଜୋର ଜବରଦସ୍ତ ଧସେଇ ପଶିଲେ ବିରୋଧୀ। କଂଗ୍ରେସ ହାତରେ କାକଟପୁର ବ୍ଲକ ଅଧ୍ୟକ୍ଷ ପଦ ରହିଛି। ଏଠାରେ କଂଗ୍ରେସ ନେତା ଶ୍ରୀଧର ନାୟକ ବ୍ଲକ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଆଜି ଏନେଇ ବ୍ଲକ ପରିସରରେ ଏକ ଭିନ୍ନ ପରିବେଶ ଦେଖା ଦେଇଥିଲା। ଅନେକ ଛକାପଞ୍ଝା ପରେ ଶେଷରେ ଏହି ପଦ କଂଗ୍ରେସ ହାତକୁ ଚାଲି ଯାଇଛି।

ଅନ୍ୟପକ୍ଷରେ ଅସ୍ତରଙ୍ଗ ବ୍ଲକରେ ଏହି ପଦ ଅସନ୍ତୁଷ୍ଟ ବିଜେଡି ହାତକୁ ଯାଇଛି। ଅର୍ଥାତ କଂଗ୍ରେସ, ବିଜେପି ଓ ଅସନ୍ତୁଷ୍ଟ ବିଜେଡିକୁ ନେଇ ହୋଇଥିବା ମିଳିତ ମଞ୍ଚ ହାତରେ ରହିଛି ବ୍ଲକ ଅଧ୍ୟକ୍ଷ ପଦ। କୋରନା ସମିତି ସଭ୍ୟ ପ୍ରାର୍ଥୀନି ଆରତୀ ନାୟକ ବ୍ଲକ ଅଧ୍ୟକ୍ଷା ପଦ ଅଳଙ୍କୃତ କରିଛନ୍ତି। ବିଜେଡିର ଗଡ଼, ଦୀର୍ଘ ବର୍ଷ ଧରି ଏଠାରେ ରାଜ କରୁଥିବା ଶାସକ ବିଜେଡିକୁ ଏକ ବଡ ଝଟକା ଦେଇଛି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୨୧ : ଓଡ଼ିଶା ପ୍ରଶାସନିକ ସେବା ୨୦୨୨ର ପରୀକ୍ଷାଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ)ର...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...