Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପଞ୍ଚାୟତ ନିର୍ବାଚନ: କାକଟପୁର କଂଗ୍ରେସରେ ଦାୟିତ୍ୱ ବଣ୍ଟନ

ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କାକଟପୁର ବ୍ଲକର କଂଗ୍ରେସ ସଭାପତି ଶ୍ରୀ ରାଜ କିଶୋର ସାହୁ ସମିତି ସଭ୍ୟ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବେ । ବର୍ତମାନ ପରିସ୍ଥିତିରେ ଦଳର ସାଂଗଠନିକ କାର୍ଯ୍ୟ ଏବଂ ନିର୍ବାଚନ ପରିଚାଳନା ନିମନ୍ତେ ନିର୍ବାଚନ ସଂପନ୍ନ ହେବା ପର୍ଯ୍ୟନ୍ତ ଶ୍ରୀ ଲକ୍ଷ୍ମୀଧର ଖଟିଆକୁ କାକଟପୁର ବ୍ଲକ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭାବେ ଦାୟୀତ୍ବ ପ୍ରଦାନ କରାଯାଇଛି । ଶ୍ରୀ ଖୁଟିଆ ନିଜର ସମସ୍ତ ସମୟ ଅଭିଜ୍ଞତାକୁ କାର୍ଯ୍ୟକାରୀ କରି ସାଂଗଠନିକ ଦାୟୀତ୍ବ ଓ ନିର୍ବାଚନ କାର୍ଯ୍ୟ ତୁଲାଇବାକୁ ନିର୍ଦ୍ଦେଶ ଦେଇଛି ଓଡିଶା ପ୍ରଦେଶ କଂଗ୍ରେସ କମିଟି ।

ସେହିଭଳି କାକଟପୁର ବ୍ଲକରେ ନିର୍ବାଚନ କାର୍ଯ୍ୟର ସୁପରିଚାଳନା ନିମନ୍ତେ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା । ଏହି କମିଟିରେ ଶ୍ରୀ ଧନେଶ୍ବର ପାଢ଼ୀଙ୍କୁ ଅଧ୍ୟକ୍ଷ ଭାବରେ ଦାୟୀତ୍ବ ଦିଆଯାଇଥିଲା । ଏହି କମିଟି ବର୍ତମାନ କାର୍ଯ୍ୟ କରୁଅଛି ଏବଂ ନିର୍ବାଚନ ଶେଷ ପର୍ଯ୍ୟନ୍ତ ବ୍ଲକ ଅଧିନରେ ଥିବା ସମସ୍ତ ପଂଚାୟତ ଓ ୱାଦରେ ଦଳୀୟ ପ୍ରାର୍ଥୀ ବୟନ ଏବଂ ପ୍ରାର୍ଥୀମାନଙ୍କୁ ବିଳୟ କରିବାରେ ପୂର୍ଣ୍ଣ କ୍ଷମତା ଦିଆଯାଇଛି ବୋଲି କହିଛନ୍ତି ସାଧାରଣ ସମ୍ପାଦକ ଜାନକୀ ପଟ୍ଟନାୟକ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...