Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଏନ ଏସି ଏବଂ ମୁନିସିପାଲି ଟି ପାଇଁ ପ୍ରକାଶ ପାଇଲା ସଂରକ୍ଷଣ ତାଲିକା

ଭୁବନେଶ୍ୱର: ଆସିଲା ବିଭିନ୍ନ ଏନଏସି ଓ ମୁନିସିପାଳିଟି କାଉନସିଲର ପଦବୀ ପାଇଁ ସରକ୍ଷଣ ତାଲିକା । ରାଜ୍ୟର 107 ଏନଏସି ଓ ମ୍ୟୁନିସିପାଳିଟି ପାଇଁ 1756 କାଉନସିଲର ପଦବି ରହିଛି । ତନ୍ମଧ୍ୟରୁ ଅନୁସୂଚିତ ଜାତି ପାଇଁ 122, ଅନୁସୂଚିତ ଜାତି ମହିଳାଙ୍କ ପାଇଁ 171, ଅନୁସୂଚିତ ଜନଜାତି ପାଇଁ 49, ଅନୁସୂଚିତ ଜନଜାତି ମହିଳାଙ୍କ ପାଇଁ 133, ମହିଳାଙ୍କ ପାଇଁ 613 ଓ ଅଣସଂରକ୍ଷିତ ପାଇଁ 668 ଟି ଆସନ ସଂରକ୍ଷଣ ତାଲିକା ପ୍ରକାଶ କଲେ ରାଜ୍ୟ ନିର୍ବାଚନ କମିଶନ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like