Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଜଙ୍ଗଲୀ ହାତୀଙ୍କ ପାଇଁ ବନ୍ଦ ହେଲା ନନ୍ଦନକାନନ

ଭୁବନେଶ୍ୱର: ନନ୍ଦନକାନନ ପଶିଲେ ଜଙ୍ଗଲୀ ହାତୀ  । ଶେଷରେ  ନନ୍ଦନକାନନ ବନ୍ଦ କରିବାକୁ କର୍ତ୍ତୃପକ୍ଷ ବାଧ୍ୟ ହୋଇଛନ୍ତି।  ଏ ନେଇ ଏସିଏଫ୍ ଶରତ ଚନ୍ଦ୍ର ବେହେରା ପ୍ରତିକ୍ରିୟା ରଖି କହିଛନ୍ତି ଯେ ଜିରାଫ ଖୁଆଡ ପାଖରେ ରହିଛନ୍ତି ଦୁଇ ଦନ୍ତା । ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଆଜି ବନ୍ଦ ରହିବ ନନ୍ଦନକାନନ । ଦିନ ସମୟରେ ଅପରେସନ ଗଜରାଜ ବନ୍ଦ ରଖାଯାଇଛି । କାରଣ ଦିନବେଳେ ଘଉଡାଇଲେ ଅନ୍ୟ ଖୁଆଡ ଭାଙ୍ଗିବା ଆଶଙ୍କା ଅଛି । ସେଥିପାଇଁ ଘଉଡାଇବା କାର୍ଯ୍ୟ ବନ୍ଦ କରାଯାଇଛି । ଚନ୍ଦକା ଏବଂ ନନ୍ଦନକାନନର ଦୁଇଟି ଟିମ୍ ହାତୀ ଉପରେ ନଜର ରଖିଛନ୍ତି । ସନ୍ଧ୍ୟା ୫ଟାରେ ପୁଣି ଆରମ୍ଭ ହେବ ଅପରେସନ ଗଜରାଜ । ଗତକାଲି ରାତିରେ ପାଚେରୀ ଭାଙ୍ଗି ନନ୍ଦନକାନନ କୁ ପଶି ଆସିଛନ୍ତି । ରାତିହେଲେ ସେହି ରାସ୍ତା ଦେଇ ସେମାନଙ୍କୁ ଘଉଡାଯିବ କହିଛନ୍ତିି ନନ୍ଦନକାନନ ଏସିଏଫ୍
ଶରତ ଚନ୍ଦ୍ର ବେହେରା ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ବର: କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଏକର ଜମି ମଞ୍ଜୁର କରିଛନ୍ତି। ପୁରୀର ସୁନାମୁହିଁ ମଉଜାରେ ଏହି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର:  କ୍ୟାବିନେଟ ରେ 12 ବିଭାଗର 17 ଟି ପ୍ରସ୍ତାବ ପାରିତ। ଏ ନେଇ ଗୃହକୁ ଅବଗତି କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।     ଗତକାଲି ତା.୨୯.୧୧.୨୦୨୨ ସଂଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡିବା ଆରମ୍ଭ ହୋଇଗଲାଣି। କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରରେ ବିଶେଷ ହ୍ରାସ ଘଟିବା ସହିତ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର:  ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ।  ଆଜି ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍‌ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ...