Connect with us

Hi, what are you looking for?

ଜାତୀୟ

NEET-PG ନାମଲେଖା ନେଇ ଆସିଲା ସୁପ୍ରିମକୋର୍ଟଙ୍କ ବଡ଼ ରାୟ, କାଏମ ରହିଲା ସଂରକ୍ଷଣ

ଭୁବନେଶ୍ୱର: NEET OBC ସଂରକ୍ଷଣ ମାମଲାରେ ଆସିଲା ସୁପ୍ରମି ରାୟ । OBC/EWS ସଂରକ୍ଷଣ କାଏମ ରଖିଲେ ଖଣ୍ଡପୀଠ । ମେଡିକାଲ ପିଜି ନାମଲେଖାରେ ଉଭୟ ବର୍ଗକୁ ମିଳିବ ସଂରକ୍ଷଣ । OBC ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ରହିବ ୨୭ ପ୍ରତିଶତ ସଂରକ୍ଷଣ । EWS ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ରହିବ ୧୦ ପ୍ରତିଶତ ସଂରକ୍ଷଣ । ଅଲ ଇଣ୍ଡିଆ କୋଟା PG ନାମଲେଖାରେ ମିଳିବ ସଂରକ୍ଷଣ ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ବର୍ଷ ଠାରୁ ଲାଗୁ ହୋଇଥିବା ସଂରକ୍ଷଣ ନୀତି ଅସାମ୍ବିଧାନିକ ବୋଲି ଯୁକ୍ତି ହୋଇଥିଲା । EWS ସୀମାକୁ ୮ ଲକ୍ଷ ଟଙ୍କା ରଖିବା ଉପରେ ନିଷ୍ପତ୍ତି ହୋଇଥିଲା । ଅକ୍ଟୋବରରେ ଏହି ପ୍ରଶ୍ନ ପଚରାଯାଇଥିଲା । ତେବେ ଅକ୍ଟୋବର ୨୫ରେ ଏହା ଉପରେ ରୋକ୍ ଲାଗିଥିଲା । ପରେ ଦୀପାବଳି ପରେ ଶୁଣାଣି ହେବା ଉଚିତ୍ ବୋଲି କହିଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...