Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସରିଲା ପ୍ରାର୍ଥୀପତ୍ର ଯାଞ୍ଚ, ୧୦୦ଜଣଙ୍କ ପ୍ରାର୍ଥୀପତ୍ର ନାକଚ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ୨୨ଜଣ  ମେୟର ଏବଂ ଅଧକ୍ଷଙ୍କ ପ୍ରାର୍ଥୀଙ୍କର  ନାମାଙ୍କନ ପତ୍ର  ନାକଚ ହୋଇଛି। 78 ଜଣ କର୍ପୋରେଟର ଏବଂ କାଉନସିଲର ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ନାକଚ ହୋଇଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ  ସୂଚନା ଦିଆଯାଇଛି।  ୬୭୧ ମେୟର ଏବଂ ଅଧ୍ୟକ୍ଷଙ୍କ  ପ୍ରାର୍ଥୀ ଙ୍କର ନାମାଙ୍କନ ପତ୍ର କାଏମ ରହିଥିବାବେଳେ ୬୩୮୧ ଜଣ କର୍ପୋରେଟର ଏବଂ କାଉନସିଲରଙ୍କ ପ୍ରାର୍ଥୀପତ୍ର  କାଏମ ରହିଛି।

 

G.E to ULBs,2022-
Total valid Nominations after scrutiny

Chairperson/ Mayor-671
Councillor/Corporators-6381

Total Nominations rejected

Chairperson/ Mayor-22
Councillor/Corporators-78

Written By

Click to comment

Leave a Reply

Your email address will not be published. Required fields are marked *

You May Also Like