Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଗୃହରେ ମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ମୁହାଁ ମୁହିଁ ହେଲେ ଶାସକ – ବିରୋଧୀ।

ଭୁବନେଶ୍ୱର:  ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କ ଉପରେ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା । ମନ୍ତ୍ରୀ ମାନେ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଯେଉଁ ମନ୍ତ୍ରୀ ଅଛନ୍ତି ସେମାନେ ସଠିକ୍ ଭାବେ ଉତ୍ତର ଦେଉ ନାହାନ୍ତି। ବାଚସ୍ପତି ହସ୍ତକ୍ଷେପ କରିବାକୁ ଦାବି କଲେ ଦାବି କଲେ ନରସିଂହ ମିଶ୍ର। ବିରୋଧିଦଳ ମୁଖ୍ୟ ସଚେତକ ମୋହନ ମାଝି – ବିଜେଡି ବିଧାୟକ ଅମର ଶତପଥୀ ମୁହାଁ ମୁହିଁ।
ମୋହନ ମାଝି କହିଛନ୍ତି। ଶିକ୍ଷକଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଛି।
ଆନ୍ଦୋଳନ କୁ ଆସୁଥିବା ସମୟରେ ଦୁର୍ଘଟଣାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଛି। ଅନେକ ଶିକ୍ଷକ ଆନ୍ଦୋଳନ ସ୍ଥଳରେ ଅସୁସ୍ଥ ହୋଇଛନ୍ତି। ଏଠି ମନ୍ତ୍ରୀ ନାହାନ୍ତି। ୧୫ ମନ୍ତ୍ରୀ ଅନୁପସ୍ଥିତ। ୫୦ ବିଧାୟକ ଅନୁପସ୍ଥିତ। ପଦ୍ମପୁର ଉପନିର୍ବାଚନ ପାଇଁ ସେଠାରେ ଅଛନ୍ତି। ନିରପେକ୍ଷ ନିର୍ବାଚନ ହୋଇପାରିବନି। ୨୮ ତାରିଖରେ ବିଜେପି କର୍ୟକର୍ତଙ୍କୁ ଅପହରଣ କରାଗଲା। ଲାଞ୍ଜିଗଡ଼ ବିଧାୟକ ଅପହରଣ ନକରିବା ପରେ ଲାହୁ ଲୁହାଣ ହୋଇଛନ୍ତି। ଚିକିତ୍ସିତ ହେଉଛନ୍ତି।କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ବି ଜସୁସି ହେଉଛି। ବିଧାୟକ ଓ ମନ୍ତ୍ରୀ ମାନେ ଯିବା ଦ୍ଵାରା ପ୍ରତିହିଂସା ହେଉଛି। କିପରି ନିରପେକ୍ଷ ନିର୍ବାଚନ ହୋଇ ପାରିବ ପ୍ରୟାସ କରାଯାଉି।

କାଉଣ୍ଟର କରି ଅମର ଶତପଥୀ କହିଛନ୍ତି ନିୟମ ଅନୁସାରେ କୌଣସି ସଭ୍ୟ ଅନ୍ୟ ସଭ୍ୟଙ୍କ ବିରୁଦ୍ଧରେ କହି ପାରିବନି। ଅଭିଯୋଗ କୁ ଆଧାର କରି ନିର୍ଦ୍ଧିଷ୍ଟ ଶବ୍ଦ ବ୍ୟବହାର କରି ପାରିବେନି। କିଛି ତଦନ୍ତ ହୋଇନି। ସେ ଦୋଷୀ ସାବ୍ୟସ୍ତ ହୋଇନାହାନ୍ତି। ବିଧାନସଭା ବାହାରେ କହିଲେ କିଛି ସମସ୍ୟା ନାହି। କିନ୍ତୁ ଭିତରେ କହିବା ସମିଚୀନ ନୁହେଁ। ମନ୍ତ୍ରୀଙ୍କ ତରଫରୁ ଅନ୍ୟ ମନ୍ତ୍ରୀ ଗୃହରେ ଉତ୍ତର ଦେଉଛନ୍ତି।କିନ୍ତୁ ବିରୋଧୀଦଳ ନେତା ଏଠାରେ ଉପସ୍ଥିତ ନାହାନ୍ତି କହି ଟାର୍ଗେଟ କରିଛନ୍ତି । ବିରୋଧୀ ଦଳ ନେତା ମୋହନ ମାଝୀ ଙ୍କୁ କହିବାକୁ ଅନୁମୋଦନ କରିଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ଅମର।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ଦୀର୍ଘ ତିନି ଦଶନ୍ଧି ଧରି ଭୁବନେଶ୍ୱର ୟୁନିଟ୍ -୩ ଠାରେ ଅନୁଷ୍ଠିତ ହୋଇଆସୁଥିବା ଗଜଲକ୍ଷ୍ମୀ ପୂଜାର ଏହା ହେଉଛି ୩୧ତମ ପୂଜା ଉତ୍ସବ । ଏଣୁ ଏହାକୁ ସହରର ଅନ୍ୟ ସମସ୍ତ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ‘ଜିରୋ କାଜୁଆଲ୍‌ଟି’ ସୁନିଶ୍ଚିତ କରିବାକୁ ପରାମର୍ଶ ଦେଇଛନ୍ତି। ଏହା...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର , ଅକ୍ଟୋବର ୨୧ : ଓଡ଼ିଶା ପ୍ରଶାସନିକ ସେବା ୨୦୨୨ର ପରୀକ୍ଷାଫଳ ନିକଟରେ ପ୍ରକାଶିତ ହୋଇଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ୍ରିକଲ୍‌ଚରାଲ୍ ସାଇନ୍‌ସେସ୍ (ଆଇଏଏସ)ର...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ଅକ୍ଟୋବର ୨୧: ପ୍ଲିୟୁରୋପଲ୍‌ମୋନାରୀ (ଶ୍ୱାସ ଜନିତ) ସମସ୍ୟାର ପରୀକ୍ଷଣ ଏବଂ ଏହାର ଚିକିତ୍ସା ନିମନ୍ତେ ପଲ୍‌ମୋନାରୀ ମେଡିସିନ୍ କ୍ଷେତ୍ରରେ ମେଡିକାଲ୍ ଥୋରାକୋସ୍କୋପିର ବ୍ୟବହାର ଉପରେ ସ୍ଥାନୀୟ ସମ ଅଲ୍ଟିମେଟ ମେଡିକେୟାର ପକ୍ଷରୁ...