Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ରାଜ୍ୟ ନିର୍ବାଚନ କମିଶନଙ୍କ ବୈଠକ ରୁ ଆସିଲା ବଡ଼ ନିଷ୍ପତ୍ତି, ଘୁଞ୍ଚିବନି ନିର୍ବାଚନ

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ,ସ୍ୱତନ୍ତ୍ର ରିଲିଫ କମିଶନର,ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହିତ ଆଲୋକଚନା କଲେ ରାଜ୍ୟ ନିର୍ବାଚନ କମିଶନ। କୋଭିଡ ସ୍ଥିତି ନେଇ ଉପରେ ଆଲୋଚନା ହେଲା। ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟୀକାକରଣ କେବେ ଆରମ୍ଭ ହେବ ଓ ସରିବ ତଥ୍ୟ ଦିଆଯାଇଛି।ବର୍ତ୍ତମାନ କୋଭିଡ ସ୍ଥିତି ଉପରେ ଆଲୋଚନା ହେଲା। କଣ ନିଷ୍ପତି ହେବ ସେ ନେଇ ଆଲୋଚନା ହୋଇନାହିଁ। ପରବର୍ତ୍ତୀ ମୁହୂର୍ତ୍ତରେ ନିର୍ବାଚନ କମିଶନ ନିଷ୍ପତି ନେବେ। ହେଲା। ଏପର୍ଯ୍ୟନ୍ତ କରୋନା ନେଇ କୋୖଣସି ଫୋର କାଷ୍ଟ ହୋଇନି। ବର୍ତ୍ତମାନ ସ୍ଥିତି କହିଲୁ। ସମ୍ଭାବ୍ୟ ସ୍ଥିତି କଣ ହେବ ସେ ନେଇ ଅବଗତ କରିବୁ ବୈଠକ ପରେ ସୂଚନା ଦେଇଛନ୍ତି ଏସ ଆର ସି ପ୍ରଦୀପ ଜେନା, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା।

ଏପଟେ ରାଜ୍ୟ ନିର୍ବାଚନ କମିଶନ କହିଛନ୍ତି। ଆଜିର ବୈଠକରେ ରାଜ୍ୟ ସରକାର ଙ୍କ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଆମକୁ ଏକ ଉପସ୍ଥାପନା ଦିଆ ହେଲା। ବିସ୍ତୃତ ଆଲୋଚନା ହୋଇଛି।
ନିର୍ବାଚନ ବେଳେ ସୁରକ୍ଷା କର୍ମୀ,ରାଜନୈତିକ ଦଳ,ନିର୍ବାଚନ କରାଉଥିବା ଅଧିକାରୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ସମ୍ବନ୍ଧରେ ଆଲୋଚନା ହୋଇଛି। ସରକାର ତାଙ୍କ ଇନପୁଟ ଦେଇଛନ୍ତି। ତାକୁ ଆଧାର କରି ଆମେ ଆଗାମୀ ପଦକ୍ଷେପ୍ ନେବୁ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପାଢ଼ୀ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବର୍ତମାନ ନିର୍ବାଚନ ସ୍ଥଗିତ ହେବ ନାହିଁ। ନିର୍ବାଚନ ପ୍ରକ୍ରିୟା ଜାରି ରହିବ। ଯଦି ସ୍ଥିତି ଜଟି ଳ ହୁଏ ସେତେବେଳେ ନିର୍ବାଚନ ସ୍ଥଗିତ ନେଇ ନିଷ୍ପତି ନିଆଯିବ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...