Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଆସିଲା ସମ୍ପୂର୍ଣ ପଞ୍ଚାୟତ ଭୋଟ ଫଳାଫଳ:ବିଜେପି ଓ କଂଗ୍ରେସ କୁ ଲାଗିଲା ଝଟକା, ଦେଖନ୍ତୁ ପୁରା ରିପୋର୍ଟ ଦେଖନ୍ତୁ

ଭୁବନେଶ୍ୱର: ଆସିଲା ପଂଚାୟତ ନିର୍ବାଚନ ସମ୍ପୂର୍ଣ ଫଳାଫଳ।  851 ସିଟରୁ 765 ସିଟରେ ବିଜେଡି ଜିତିଥିବାବେଳେ ବିଜେପି 42 ଏବଂ କଂଗ୍ରେସ 37 ସିଟରେ ବାଜିମାତ କରିଛି।   4 ଟି ଜିଲ୍ଲାରେ ବିଜେଡି କ୍ଲିନ ସୁଇପ କରିଛି। 10ଟି ଜିଲ୍ଲାରେ ବିଜେପି ଖାତା ଖୋଲିପାରି ନଥିବା ବେଳେ  କଂଗ୍ରେସ 19 ଜିଲାରେ ଖାତା ଖୋଲି ପାରି ନାହିଁ ।

 

ଚଳିତ ପଂଚାୟତ ନିର୍ବାଚନରେ 2 କୋଟି 10ଲକ୍ଷ 28ହଜାର403ଖଣ୍ଡ  ଭଟରୁ ବିଜେଡି 1କୋଟି 10ଲକ୍ଷ89ହଁଁଜାର 712 ଖଣ୍ଡ ଭୋଟ ପାଇଁଥିବା ବେଳେ ବିଜେପି 63 ଲକ୍ଷ 23ହଜାର 746 ଖଣ୍ଡ ଭୋଟ ଏବଂ  କଂଗ୍ରେସକୁ 28 ଲକ୍ଷ 54ହଜାର 398 ଖଣ୍ଡ ଭୋଟ  ପାଇଛି।  ଭୋଟହାର କୁ ଦେଖିଲେ ବିଜେଡି 53 ପ୍ରତିଶତ, ବିଜେପି 30 ପ୍ରତିଶତ, କଂଗ୍ରେସ 14 ପ୍ରତିଶତ ଭୋଟ ପାଇଛି।  2017 ରେ ବିଜେଡି 42.15, ବିିଜେପିି 34.12,  କଂଗ୍ରେସ 18.64 ଭୋୋଟ ପାଇଥିଲା।

 

 

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ବର: କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଏକର ଜମି ମଞ୍ଜୁର କରିଛନ୍ତି। ପୁରୀର ସୁନାମୁହିଁ ମଉଜାରେ ଏହି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର:  କ୍ୟାବିନେଟ ରେ 12 ବିଭାଗର 17 ଟି ପ୍ରସ୍ତାବ ପାରିତ। ଏ ନେଇ ଗୃହକୁ ଅବଗତି କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।     ଗତକାଲି ତା.୨୯.୧୧.୨୦୨୨ ସଂଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡିବା ଆରମ୍ଭ ହୋଇଗଲାଣି। କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରରେ ବିଶେଷ ହ୍ରାସ ଘଟିବା ସହିତ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର:  ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ।  ଆଜି ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍‌ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ...