Connect with us

Hi, what are you looking for?

ଜାତୀୟ

ବୃହସ୍ପତି ଉପରେ ପେପେରୋନୀ ଝଡ଼

ନୂଆଦିଲ୍ଲୀ: ବୃହସ୍ପତି ଉପରେ ପେପରୋନୀ ଝଡ଼। ଏହାର ଭିଡ଼ିଓ ସେୟାର କରିଛି ନାସା। ଭିଡିଓରେ ବୃହସ୍ପତିର ଉତ୍ତର ଧୃବରେ ଇନଫ୍ରାରେଡ୍ ଦୃଶ୍ୟ ନଜର ଆସିଛି । ନାସା ସୋଲାର ସିଷ୍ଟମ ମିଶନ ଜୁନୋ ଉପକରଣ ଦ୍ୱାରା ଏହି ଦୃଶ୍ୟକୁ କଏଦ କରାଯାଇଛି । ମହାକାଶ ଗବେଷଣା ସଂସ୍ଥାର କହିବାନୁସାରେ, ବୃହସ୍ପତିର ବାୟୁମଣ୍ଡର ଅଧିକ ବହଳ ଅଟେ । ଅର୍ଥାତ ଏହାର ସାନ୍ଦ୍ରତା ଅଧିକ । ତେଣୁ ଏହାର ଭିତର ବାୟୁମଣ୍ଡର ଗରମ ଓ ଉପର ବାୟୁମଣ୍ଡଳ ଥଣ୍ଡା ରହିଥାଏ ।

ନାସା କହିଛି ଯେ, ଏହି ଭିଡିଓ କ୍ଲିପରେ ଆଲୋକର ସର୍ବାଧିକ ତାପମାତ୍ରା ୨୬୦ କେଲଭିନ୍ ବା ବିଯୁକ୍ତ ୧୩ ଡିଗ୍ରୀ ସେଲସିୟସ ।  ସେହିପରି ଏହାର ସର୍ବନିମ୍ନ ତାପମାତ୍ରା ୧୯୦ କେଲଭିନ୍ । ଭିଡିଓକୁ ଜାତୀୟ ପିଜା ଦିବସ ଅର୍ଥାତ ଫେବୃଆରୀ ୧୦ରେ ସେୟାର କରାଯାଇଥିଲା ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...