Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଜୁଲାଇ ପହିଲାରୁ ପଲିଥିନ ବ୍ୟବହାର ବନ୍ଦ, ବିଭିନ୍ନ ସ୍ଥାନରେ ଚଢ଼ାଉ

ଭୁବନେଶ୍ୱର: ସିଙ୍ଗଲ ୟୁଜଡ଼ ପ୍ଲାଷ୍ଟିକ ଓ ପଲିଥିନ ବ୍ୟବହାର ନେଇ ବିଏମସି ର ତନାଘନା। ବିଭିନ୍ନ ମାର୍କେଟ ବୁଲି ଦୋକାନ ଗୁଡିକରେ ଚଢ଼ାଉ କରିଛି ଟିମ। ସେପଟେ ଜୁଲାଇ ପହିଲାରୁ ସିଙ୍ଗଲ ୟୁଜ ପ୍ଲାଷ୍ଟିକ ନିଷିଦ୍ଧ ହେବ। 3 ବର୍ଷ ଧରି ଏହି କଟକଣା ରହିଥିଲେ ବି କଡାକଡି ଭାବରେ ଏହାକୁ ପାଳନ କରାଯାଉ ନାହିଁ। ଏବେ କେନ୍ଦ୍ର ସରକାରଙ୍କ ତାଗିଦ ପରେ ଲୋକଙ୍କୁ ସଚେତନ କରିବାକୁ ଅଣ୍ଟା ଭିଡ଼ିଚି ବିଏମସି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like