Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଖୋର୍ଦ୍ଧା ଏସପିଙ୍କ ବିରୋଧରେ ବିଧାସଭାରେ ଆସିଲା ସ୍ବାଧୀକାରଭଙ୍ଗ ନୋଟିସ

ଭୁବନେଶ୍ୱର:  ଚିଲିକା ବିଧାୟକ  ପ୍ରଶାନ୍ତ ଜଗଦେଵଙ୍କୁ ଗିରଫ କରିଥିବା ଅଧିକାରୀଙ୍କ ନାଁରେ ବିଧାନସଭାରେ ଆସିଲା ସ୍ବାଧୀକାର ଭଙ୍ଗ ନୋଟିସ । ବିଧାୟକଙ୍କୁ ଗିରଫ କରିବାବେଳେ ନିୟମ ଅଛି ସଂଗେ ସଂଗେ  ବିଧାନସଭା କୁ ଜଣାଇବା କଥା କିନ୍ତୁ ବିଧାୟକ ପ୍ରଶାନ୍ତ ଜଗଦେଵଙ୍କୁ  23 ତାରିଖରେ ଗିରଫ  କରିଥିବା ଅଧିକାରୀ କାହିଁକି 25 ତାରିଖରେ ବିଧାନସଭାକୁ ଜଣାଇଲେ ବୋଲି ପ୍ରଶ୍ନ କରି ଉକ୍ତ ଅଧିକାରୀଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ ନରସିଂହ ମିଶ୍ର । ଯେଉଁଥିପାଇଁ ଗୃହର ସମସ୍ତ ସଦସ୍ୟଙ୍କର ମର୍ଯ୍ୟାଦା ହାନି ହୋଇଛି ବଲି ଅଭିଯୋଗ ଆଣିଲେ ନରସିଂହ ।

 

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...