Connect with us

Hi, what are you looking for?

Uncategorized

ଧନେଶ୍ୱର ପାଢ଼ୀଙ୍କ ବିୟୋଗରେ ସ୍ମୃତିସଭା

କାକଟପୁର: ପୁରୀ ଜିଲ୍ଲା କଂଗ୍ରେସ କମିଟି ର ଉପସଭାପତି , କାକଟପୁର ଅଞ୍ଚଳ ର ବରିଷ୍ଠ ନେତା ପୂର୍ବତନ ସରପଞ୍ଚ , ଜଣେ ଶିକ୍ଷାବିତ୍ , ସମାଜସେବୀ ପରୋପକାରୀ ଶ୍ରୀଯୁକ୍ତ ଧନେଶ୍ଵର ପାଢୀ ଓ ତାଙ୍କ ସହଧର୍ମିଣୀ ପ୍ରମିଳା ପାଢୀଙ୍କ ଏକାଦଶାହ ଉପଲକ୍ଷେ ଶ୍ରୁତିଚାରଣ ସଭା ତାଙ୍କ ଗ୍ରାମ ରାଏସ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ପାଢୀ ଦମ୍ପତିଙ୍କ ସ୍କୃତି ଚାରଣ ସମାରହ କାକଟପୁର ବ୍ଳକ କଂଗ୍ରେସ ସଭାପତି ଅଵଦୁତ ସ୍ଵାଇଁ ଙ୍କ ସଭାପତିତ୍ଵ ରେ ପରିଚାଳନା ହୋଇଥିବା ବେଳେ ଏଥିରେ ସବୁ ରାଜନୈତିକ ଦଳର ନେତା ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗଦେଇ ସ୍ଵର୍ଗତ୍ଵ ଧନେଶ୍ଵର ପାଢୀ ଏବଂ ତାଙ୍କ ସହଧର୍ମିଣୀଙ୍କ ସ୍ମୃତି ବିଷୟରେ ଆଲୋଚନା କରିଥିଲେ । ସ୍ୱର୍ଗତ ପାଢୀ ଜଣେ ନିର୍ଭିକ , ଦାମ୍ଭିକ ଜନନେତା, ବିଚାରବନ୍ତ, ପରୋପକାରୀ ବୋଲି ଆଲୋଚନା ସହିତ ରାଏସ ଗ୍ରାମର ଦିପ ଲିଭିଗଲା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।ଏଥିରେ ସ୍ୱର୍ଗତ୍ଵ ପାଢୀଙ୍କ ହଜାର ହଜାର ସମର୍ଥକଙ୍କ ସହିତ କଂଗ୍ରେସ ଦଳର ପ୍ରାର୍ଥୀ ତଥା ପିସିସି ସାଧାରଣ ସମ୍ପାଦକ ବିଶ୍ଵଭୂଷଣ ଦାସ ଏବଂ କଂଗ୍ରେସ ସଦ୍ଭାପତି ଙ୍କ ଶୋକବାର୍ତା ପଠନ ସହିତ,ପ୍ରଦେଶ ପୂର୍ବତନ ବିଧାୟକ ତଥା ବରିଷ୍ଟ ବିଜେଡି ନେତା ରଥ ଦାସ, ପୁରୀ ଜିଲ୍ଲା କଂଗ୍ରେସ ର ପୂର୍ବତନ ସଭାପତି ତଥା ପୂର୍ବତନ ବିଧାୟକ ଉମା ବଲ୍ଲଭ ରଥ , ବରିଷ୍ଟ ବିଜେପି ନେତା ତଥା ପୂର୍ବତନ ବିଧାୟକ ବାଇଧର ମଲ୍ଲିକ, ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ,କମ୍ଯୁନିଷ୍ଟ ର ବରିଷ୍ଠ ନେତା ଆଶିଷ କାନୁନ୍‌ଗୋ, କାକଟପୁର ବ୍ଲକ ଅଧ୍ଯକ୍ଷ ଶ୍ରୀଧର ନାୟକ, କଂଗ୍ରେସର ବରିଷ୍ଟ ନେତ୍ରୀ ତଥା ସାଂସଦ ପାର୍ଥୀ ପ୍ରତିମା ମଲ୍ଲିକ, ପୁରୀ ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନିରୁପମା ପାତ୍ର, କଂଗ୍ରେସର କୃଷକ ସେଲ୍ ର ରାଜ୍ୟ ସଦ୍ଭାପତି ଅମୀୟ ପଟ୍ଟନାୟକ,ଅସ୍ତରଂଗ କଂଗ୍ରେସ ସଭାପତି ସୁକାନ୍ତ ମହାନ୍ତି, ବରିଷ୍ଠ କଂଗ୍ରେସ ନେତା ଲକ୍ଷ୍ମୀଧର ଖୁଣ୍ଟିଆ, ପ୍ରଫୁଲ ନାୟକ, ହରିହର ସ୍ବଇଂ,ଶରତ ଚନ୍ଦ୍ର ବିଶ୍ୱାଳ,ମନ୍ମଥ ସ୍ଵାଇଁ, ପୂବତନ ବ୍ଲକ୍ ଅଧ୍ଯକ୍ଷ, ବିପିନ ବିହାରୀ ମହାନ୍ତି ଏବଂ ଉପାଧ୍ଯକ୍ଷ ତୁଷାର ସ୍ଵାଇଁ,ସମିତି ସଭ୍ୟ ରାମଚନ୍ଦ୍ର ବିଶ୍ୱାଳ, ପ୍ରମୋଦ କୁମାର ଦାସ, ବିପିନ୍‌ ସାର୍,ଯଶୋବନ୍ତ ମହାନ୍ତି, ହରିହର ମହାନ୍ତି, ନିରୋଧ ବରଣ ମହାନ୍ତି,ନଳିନୀ କାନ୍ତ ନାୟକ, ଗଗନ ବିହାରୀ ରାଉତ, ବିଚି ଦାଶ, ନଟ ମଲ୍ଲ, ସଂଗ୍ରାମ କେଶରୀ , ପ୍ରଦ୍ଭାତ ସ୍ଵାଇଁ ଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।
ସ୍ଵର୍ଗତ୍ଵ ପାଢୀଙ୍କ ପୁତ୍ର ବିଚିତ୍ର, ତରୁଣ, ବରେଣ୍ୟ , ସଂଜୟ, ତପନ, ପବିତ୍ର, ବିଜୟ ବିଶ୍ୱାଳ, ରବି ଶାସମଲ, ବାବୁ ଶାସମଲ, ପ୍ରସନ୍ନ ବିଶ୍ୱାଳ ସଭାର ତତ୍ବାବଧାନ କରୁଥିଲେ ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like