Connect with us

Hi, what are you looking for?

ଅପରାଧ

ଜେଲ ଗଲେ କୁବେର ଏସପି ତ୍ରିନାଥ ମିଶ୍ର

ଭୁବନେଶ୍ୱର: ପୋଲିସ କମୁନିକେଶନ ଵିଭାଗର ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ଆଜି କଟକ ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି । ପ୍ରାଥମିକ ଆକଳନ ଅନୁସାରେ ତ୍ରିନାଥ ପ୍ରାୟ ଆଠ କୋଟିରୁ ଅଧିକ ସମ୍ପତ୍ତି ଠୁଳ କରିଥିବା କହିଛନ୍ତି ଭିଜିଲାନ୍ସ ଏସପି ।ସେପଟେ ଗତ କିଛି ଦିନର ଭିଜିଲାନ୍ସ ତତ୍ପରତା ଉପରେ ପ୍ରତିକ୍ରିୟା ରଖି ଭିଜିଲାନ୍ସ ନିର୍ଦ୍ଦେଶକ ୟଶବନ୍ତ ଜେଠୁଆ କହିଛନ୍ତି କେଵଳ ଗତ ଦେଢ ମାସ ଭିତରେ ଭିଜିଲାନ୍ସ ୩୧ଟି ମାମଲା ରୁଜୁ କରିଛି।ସେଥିମଧ୍ୟରୁ ୪ଟି ମାମଲା କ୍ଲାସ ଓ୍ବାନ ଅଫିସରଙ୍କ ଵିରୋଧରେ ରହିଛି।ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ତୃଣମୂଳ ସ୍ତରରେ ଲୋକେ।  ଦୁର୍ନିତିଖୋର ଵ୍ୟକ୍ତି ଓ ସଙ୍ଗଠନ ଵାଵଦରେ ସଵିଶେଷ ତଥ୍ୟ ଦେଉଛିନ୍ତି।ସେହି ଆଧାରରେ ଭିଜିଲାନ୍ସ ଵିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛ।

ଶେଷରେ ଜେଲ ଗଲେ ଏସପି ତ୍ରିନାଥ ମିଶ୍ର।  ୧୪ ଦିନ ବିଚାର ବିଭାଗୀୟ ହାଜତରେ ରହିବେ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...