Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କାକଟପୁର ରାଜନୀତିରେ ନୂଆ ମୋଡ଼, କଂଗ୍ରେସରେ ସାମିଲ ହେଲେ ଶ୍ରୀଧର, ହେବେ ବ୍ଲକ ଅଧ୍ୟକ୍ଷ !

କାକଟପୁର: କାକଟପୁର ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଏହାରି ଭିତରେ ବିଜେଡିର ଦୁର୍ବଳତାରୁ ଫାଇଦା ଉଠାଇଛି କଂଗ୍ରେସ। କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ଶ୍ରୀଧର ନାୟକ ପୁଣି ନିଜ ଘରକୁ ଫେରିଛନ୍ତି। ଏବେ ସେ କାକଟପୁର ବ୍ଲକ ଅଧ୍ୟକ୍ଷ ପଦ ହାତେଇବା ନେଇ ଚର୍ଚ୍ଚା ହେଉଛି। ବିଜେଡି ତାଙ୍କୁ ଅଣଦେଖା କରୁଥିବା ସେ ବାରମ୍ବାର କହି ଆସୁଥିଲେ। ଶ୍ରୀଧରଙ୍କ ସହିତ ପ୍ରମୋଦ ଦାସ ମଧ୍ୟ କଂଗ୍ରେସ ରେ ସାମିଲ ହୋଇଛନ୍ତି। ସଂଖ୍ୟା ଦୃଷ୍ଟିରୁ କଂଗ୍ରେସ ମଜବୁତ ସ୍ଥିତିରେ ରହିଛି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

କାକଟପୁର: ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ୱାଧୀନ ନାୟକ। ଆଜି ବିଧିବଦ୍ଧ ଭାବରେ ତାଙ୍କୁ ଏହି ପଦ ମିଳିଛି। କାକଟପୁର 8 ନମ୍ବର...

ଓଡ଼ିଶା ନ୍ୟୁଜ

କାକଟପୁର: କାହା ହାତରେ ରହିବ କାକଟପୁର ବ୍ଲକ। କିଏ ହାତେଇବ ଅଧ୍ୟକ୍ଷ ପଦ। ଆଶାୟୀ ବଡ ବଡ ନେତା ଚିତ ପଟାଙ୍ଗ ମାରିଲେ, ସବୁ ରଣନୀତି ଫେଲ ମାରିବା ପରେ ଏବେ ବ୍ଲକରେ...

ଓଡ଼ିଶା ନ୍ୟୁଜ

ଅସ୍ତରଙ୍ଗ: ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଅଡୁଆରେ ଅସ୍ତରଙ୍ଗ ବିଡିଓ। ତାଳଦା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଗିରିଧାରୀ ସେଠୀଙ୍କ ପ୍ରାର୍ଥୀପତ୍ରକୁ ନେଇ ଉଠିଲା ପ୍ରଶ୍ନ। ଅଡିଟ ରିପୋର୍ଟ ଖୋଲିଲା ଗୁମର।...

ଓଡ଼ିଶା ନ୍ୟୁଜ

ଅସ୍ତରଙ୍ଗ: ପଦାରେ ପଡିଛି ଅସ୍ତରଙ୍ଗ ବିଜେଡି କନ୍ଦଳ। ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ବିଜେଡି ପାଇଁ ବୁଲି ବୁଲି ପ୍ରଚାର କରୁଥିବା ବେଳେ ଅସନ୍ତୁଷ୍ଟ ଗୋଷ୍ଠୀର ନେତୃତ୍ୱ ନେଇଛନ୍ତି...