Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସ୍ୱାଧୀନ ହେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

କାକଟପୁର: ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ୱାଧୀନ ନାୟକ। ଆଜି ବିଧିବଦ୍ଧ ଭାବରେ ତାଙ୍କୁ ଏହି ପଦ ମିଳିଛି। କାକଟପୁର 8 ନମ୍ବର ଜୋନରୁ ଜିଲ୍ଲା ପରିଷଦ ସଭ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ଜିଲ୍ଲାର ସମସ୍ତ ନବ ନିର୍ବାଚିତ ସଭ୍ୟ ଉପସ୍ଥିତ ରହିଥିଲେ।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

କାକଟପୁର: କାକଟପୁର ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଏହାରି ଭିତରେ ବିଜେଡିର ଦୁର୍ବଳତାରୁ ଫାଇଦା ଉଠାଇଛି କଂଗ୍ରେସ। କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ଶ୍ରୀଧର ନାୟକ ପୁଣି ନିଜ ଘରକୁ ଫେରିଛନ୍ତି।...

ଓଡ଼ିଶା ନ୍ୟୁଜ

କାକଟପୁର: କାହା ହାତରେ ରହିବ କାକଟପୁର ବ୍ଲକ। କିଏ ହାତେଇବ ଅଧ୍ୟକ୍ଷ ପଦ। ଆଶାୟୀ ବଡ ବଡ ନେତା ଚିତ ପଟାଙ୍ଗ ମାରିଲେ, ସବୁ ରଣନୀତି ଫେଲ ମାରିବା ପରେ ଏବେ ବ୍ଲକରେ...

ଓଡ଼ିଶା ନ୍ୟୁଜ

ଅସ୍ତରଙ୍ଗ: ପଦାରେ ପଡିଛି ଅସ୍ତରଙ୍ଗ ବିଜେଡି କନ୍ଦଳ। ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ବିଜେଡି ପାଇଁ ବୁଲି ବୁଲି ପ୍ରଚାର କରୁଥିବା ବେଳେ ଅସନ୍ତୁଷ୍ଟ ଗୋଷ୍ଠୀର ନେତୃତ୍ୱ ନେଇଛନ୍ତି...

ଓଡ଼ିଶା ନ୍ୟୁଜ

ଅସ୍ତରଙ୍ଗ: ତାଳଦାରେ ସ୍ୱାଧୀନ ପ୍ରାର୍ଥୀଙ୍କୁ ମିଳୁଛି ବଡ଼ ସମର୍ଥନ। ଏଠାରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ଅପେକ୍ଷା ସ୍ୱାଧୀନ ପ୍ରାର୍ଥୀଙ୍କ ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଦଳମତ ଭୁଲି ଅଞ୍ଚଳର ବିକାଶ ପାଇଁ ଆଗେଇ ଆସିଥିବା...