Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଓଡିଶାରେ ହେବ ବାଘର ଡିଏନଏ ପ୍ରୋଫାଇଲିଙ୍ଗ

ଭୁବନେଶ୍ୱର: କଲରା ପତ୍ରିଆ ବାଘ ମୃତ୍ୟୁ କୁ ନେଇ ବନ ବିଭାଗ ର ଚିନ୍ତା ବଢିଲା। ଅଧିକ କଲରା ପତ୍ରିଆ ବାଘ ଦେଖା ଯାଉଥିବା ସ୍ଥାନ ଚିହ୍ନଟ କରାଯାଇଛି। ସେହି ଅଂଚଳ ର ବନ କର୍ମଚାରୀ ଙ୍କୁ ଦିଆ ଯାଇଛି ସ୍ୱତନ୍ତ୍ର ତାଲିମ। କଲରାପତ୍ରିଆ ବାଘ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ଡି ଏଫ ଓ ମାନଙ୍କୁ ନିର୍ଦେଶ
ଅଧିକ କଲରା ପତ୍ରିଆ ଦେଖା ଯାଉଥିବା ଅଂଚଳ ରେ ନିଯୁକ୍ତ ହେବେ ଅଧିକ ବନ କର୍ମଚାରୀ। କ୍ୟାମେରା ଜରିଆ ରେ ବାଘ ଉପରେ ନଜର ରଖି ଗଣନା କରାଯିବ। ଓଡିଶା ରେ ହେବ ବାଘ ର ଡି ଏନ ଏ ପ୍ରୋଫାଇଲିଙ୍ଗ ଓୟୁ ଏ ଟି ସହ ମିଳିତ ଭାବେ ଆରମ୍ଭ ହେବ ନୂତନ ପ୍ରୋଜେକ୍ଟ । ବାଘ ଙ୍କ ସଂଖ୍ୟା ସହ ଡି ଏନ ଏ ସାମ୍ପୁଲ ଆଣି ଡାଟା ବେସ ପ୍ରସ୍ତୁତ କରାଯିବ
ବାଘ ଚମଡା ଧରା ହେଲେ ଏହା ରାଜ୍ୟ ର ନା ରାଜ୍ୟ ବାହାର ଜଣା ପଡିବ ବୋଲି ପିସିସିଏଫ ଶଶୀ ପଲ ଙ୍କ ସୂଚନା ଦେଇଛନ୍ତି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...