Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କାକଟପୁରରେ ୨୦୦ ଫୁଟ ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା

କାକଟପୁର: ୨୦୧୯ ଫେବୃୟାରୀ ୧୪ ଥିଲା ଭାରତ ପାଇଁ ଏକ ବଡ଼ ଦୁଃଖଦ ଓ ଅଶୁଭ ଦିନ । ଶତ୍ରୁ ଦେଶ ପାକିସ୍ତାନର ଆତଙ୍କି ସଂଗଠନ ଆତଙ୍କବାଦୀମାନେ ରଚିଥିଲେ ଆକ୍ରମଣର ସଡ଼ଯନ୍ତ୍ର । ୩୫୦ RDX ଦ୍ୱାରା କରିଥିଲେ ପୁଲବାମା ଠାରେ ବିସ୍ପୋରଣ । ବୋସ୍ଫୋରଣ ରେ ସହିଦ ହୋଇଥିଲେ ଦେଶର ୪୨ଜଣ ଲଢୁଆ ଯବାନ । ଯବାନ ମାନଙ୍କ ଆଜି ଦିନର ଏହି ବଳିଦାନ କୁ ସହିଦ ଦିବସ ରୂପେ ପାଳନ କରୁଛନ୍ତି କାକଟପୁର ଅଞ୍ଚଳର ଦେଶପ୍ରେମୀ ଯୁବକ ଯୁବତୀ । ସହିଦ ଯବାନ ମାନଙ୍କ ସ୍ମୃତିରେ ପୂର୍ବ ବର୍ଷ ମିନି ମାରାଥନ ଅନୁଷ୍ଠିତ ଭୋଇଥିଲା, ଏ ବର୍ଷ ମଧ୍ୟ *ଗ୍ରାମୀଣ ସେବା ଓ ମା କଲରାଇ ଟ୍ରଷ୍ଟ* ପକ୍ଷରୁ କାକଟପୁର ଅସ୍ତରଙ୍ଗ ଗୋପ ନିମାପଡା ଅଞ୍ଚଳର ଛାତ୍ରଛାତ୍ରୀ ଓ ସ୍ଥାନୀୟ ଅଞ୍ଚଳର ସତାଧିକ ଯୁବକ ଯୁବତୀ ମାନଙ୍କୁ ନେଇ ପୁଲବାମା ସହିଦ ଜବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଧେଶ୍ୟରେ ଶୋଭାଯାତ୍ରା ହୋଇଯାଇଛି ।

୨୦୦ଫୁଟ ଲମ୍ବର ତ୍ରିରଙ୍ଗା କୁ ଧରି ପଦଯାତ୍ରା କରିବା ପରେ କାକଟପୁର ସମେଶ୍ବର ମନ୍ଦିର ପ୍ରାଙ୍ଗଳରେ ସମସ୍ତେ ଦ୍ୱୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ସଂମାନ ସହ ୨ମିନିଟ ଶୋକ ସଭା ମଧ୍ୟ କରିଥିଲେ । ଏହିପରି ପ୍ରତିବର୍ଷ ସହିଦ ଯବାନ ମାନଙ୍କ ପାଇଁ ଏହି ଦିନ ଟିକୁ ସହିଦ ଦିବସ ରୂପେ ପାଳନ କରାଯିବ ବୋଲି ଗ୍ରାମୀଣ ସେବା ଓ ମା କଲେରାଇ ଟ୍ରଷ୍ଟ ର ସମ୍ପାଦକ

Written By

Click to comment

Leave a Reply

Your email address will not be published. Required fields are marked *

You May Also Like