Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଆସିଲା ୧୬ଟି ଜିଲ୍ଲାର ପୌର ଫଳାଫଳ, ଦେଖନ୍ତୁ କେଉଁଠି କିଏ

ଭୁବନେଶ୍ୱର:  ଗଣତି ଜାରି ରହିଥାବା ବେଳେ  ସରି ଯାଇଥିବା ଜିଲ୍ଲା ୧୬ ଜିଲ୍ଲାର ଫଳାଫଳ ସାମ୍ନାକୁ ଆସିଛି । ଦେଖନ୍ତୁ କେଉଁଠି କିଏ ପୌରାଧକ୍ଷ ଆସନକୁ ଅକ୍ତିଆର କରିଛି।  ରାଜ୍ୟ
ପୋୖରାଧ୍ୟକ୍ଷ

ଅନଗୁଳ – 3
ବିଜେଡି 3

ବରଗଡ଼ – 4
ବିଜେଡି 3
ସ୍ୱାଧୀନ 1

ବୌଦ୍ଧ – 1
ବିଜେଡି 1

ଦେବଗଡ଼ – 1
ବିଜେଡି 1

ଢେଙ୍କାନାଳ – 3
ବିଜେଡି 2
ବିଜେପି 1

ଜଗତସିଂହପୁର – 2
ବିଜେଡି 1
କଂଗ୍ରେସ 1

ଯାଜପୁର – 2
ବିଜେଡି 2

କଳାହାଣ୍ଡି – 4
ବିଜେଡି 2
ବିଜେପି 2

କୋରାପୁଟ- 4
ବିଜେଡି 1
କଂଗ୍ରେସ 1
ସ୍ୱାଧୀନ 2

ମାଲକାନଗିରି- 2
ବିଜେଡି 1
ବିଜେପି 1

ନବରଙ୍ଗପୁର – 2
ବିଜେଡି 1
ବିଜେପି 1

ନୂଆପଡା – 3
ବିଜେଡି 0
ବିଜେପି 1
କଂଗ୍ରେସ 1
ସ୍ୱାଧୀନ 1

ସମ୍ବଲପୁର – 2
ବିଜେଡି 1
ବିଜେପି 1

ସୁବର୍ଣପୁର – 3
ବିଜେଡି 3

ସୁନ୍ଦରଗଡ଼ – 3
ବିଜେଡି 2
ବିଜେପି 1

ବାଲେଶ୍ୱର – 5
ବିଜେଡ଼ି 4
ବିଜେପି 1

ରାଜ୍ୟ ନିର୍ବାଚନ କମିଶନଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ 109 ପୋୖରାଞ୍ଚଳ ରୁ ୭୫ଟିରେ ବିଜେଡି ଆଗରେ ରହିଥିବାବେଳେ ବିଜେପି ୧୭ ଟି , ଏବଂ କଂଗ୍ରେସ ୭ଟି  ଏବଂ ସ୍ୱାଧୀନ ୯ଟି ପୌରଞ୍ଚଳରେ ଆଗରେ  ରହିଛନ୍ତି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାମ ପରିବର୍ତ୍ତନ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା। ଏ ନେଇ ଗଣମାଧ୍ୟମରୁ ଜାଣିଲି। ବିଜୁ ବାବୁଙ୍କ ନାଁରେ ଯେଉଁ ଦୀର୍ଘ ଦିନରୁ ପୁରସ୍କାର ଦିଆଯାଉଛି,...

ବିଜିନେସ

ଭୁବନେଶ୍ଵର, ୧୮/୦୭/୨୦୨୪:ପୂର୍ବ ବର୍ଷ ପରି ପବିତ୍ର ରଥଯାତ୍ରାରେ ଭକ୍ତମାନଙ୍କ ସେବା କରିବାର ପରମ୍ପରାକୁ ବଜାୟ ରଖି ଅଗ୍ରଣୀ ଇସ୍ପାତ ନିର୍ମାତା ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି)ର ସାମାଜିକ ଶାଖା ଜେଏସପି ଫାଉଣ୍ଡେସନ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୯/୦୭: ଉତର ପଶ୍ଚିମ ଏବଂ ତତ୍‌ସଂଲଗ୍ନ ପଶ୍ଚିମ ମଧ୍ୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶୁକ୍ରବାର ଅବପାତରେ ପରିଣତ ହୋଇଥିବା ବେଳେ ଗୋପାଳପୁର ଠାରୁ ପୂର୍ବ ଦିଗରେ ଦକ୍ଷିଣ ଓଡ଼ିଶା ଓ...

ଅପରାଧ

କୃଷି ହିଁ ମନୁଷ୍ୟକୁ ରୋଜଗାରକ୍ଷମ କରାଇପାରିବ ଏବଂ ଜୀବିକା ପାଇଁ ଭିଟାମାଟି ଛାଡ଼ିବାକୁ ପଡ଼ିବ ନାହିଁ ବୋଲି କହିଛନ୍ତି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂହଦେଓ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)...