Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଆସିଲା ୧୬ଟି ଜିଲ୍ଲାର ପୌର ଫଳାଫଳ, ଦେଖନ୍ତୁ କେଉଁଠି କିଏ

ଭୁବନେଶ୍ୱର:  ଗଣତି ଜାରି ରହିଥାବା ବେଳେ  ସରି ଯାଇଥିବା ଜିଲ୍ଲା ୧୬ ଜିଲ୍ଲାର ଫଳାଫଳ ସାମ୍ନାକୁ ଆସିଛି । ଦେଖନ୍ତୁ କେଉଁଠି କିଏ ପୌରାଧକ୍ଷ ଆସନକୁ ଅକ୍ତିଆର କରିଛି।  ରାଜ୍ୟ
ପୋୖରାଧ୍ୟକ୍ଷ

ଅନଗୁଳ – 3
ବିଜେଡି 3

ବରଗଡ଼ – 4
ବିଜେଡି 3
ସ୍ୱାଧୀନ 1

ବୌଦ୍ଧ – 1
ବିଜେଡି 1

ଦେବଗଡ଼ – 1
ବିଜେଡି 1

ଢେଙ୍କାନାଳ – 3
ବିଜେଡି 2
ବିଜେପି 1

ଜଗତସିଂହପୁର – 2
ବିଜେଡି 1
କଂଗ୍ରେସ 1

ଯାଜପୁର – 2
ବିଜେଡି 2

କଳାହାଣ୍ଡି – 4
ବିଜେଡି 2
ବିଜେପି 2

କୋରାପୁଟ- 4
ବିଜେଡି 1
କଂଗ୍ରେସ 1
ସ୍ୱାଧୀନ 2

ମାଲକାନଗିରି- 2
ବିଜେଡି 1
ବିଜେପି 1

ନବରଙ୍ଗପୁର – 2
ବିଜେଡି 1
ବିଜେପି 1

ନୂଆପଡା – 3
ବିଜେଡି 0
ବିଜେପି 1
କଂଗ୍ରେସ 1
ସ୍ୱାଧୀନ 1

ସମ୍ବଲପୁର – 2
ବିଜେଡି 1
ବିଜେପି 1

ସୁବର୍ଣପୁର – 3
ବିଜେଡି 3

ସୁନ୍ଦରଗଡ଼ – 3
ବିଜେଡି 2
ବିଜେପି 1

ବାଲେଶ୍ୱର – 5
ବିଜେଡ଼ି 4
ବିଜେପି 1

ରାଜ୍ୟ ନିର୍ବାଚନ କମିଶନଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ 109 ପୋୖରାଞ୍ଚଳ ରୁ ୭୫ଟିରେ ବିଜେଡି ଆଗରେ ରହିଥିବାବେଳେ ବିଜେପି ୧୭ ଟି , ଏବଂ କଂଗ୍ରେସ ୭ଟି  ଏବଂ ସ୍ୱାଧୀନ ୯ଟି ପୌରଞ୍ଚଳରେ ଆଗରେ  ରହିଛନ୍ତି।

Written By

Click to comment

Leave a Reply

Your email address will not be published. Required fields are marked *

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ବର: କୁଲତା ସମାଜର ଲୋକମାନଙ୍କ ସୁବିଧା ପାଇଁ ପୁରୀରେ ଏକ ଧର୍ମଶାଳା ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକ ଏକର ଜମି ମଞ୍ଜୁର କରିଛନ୍ତି। ପୁରୀର ସୁନାମୁହିଁ ମଉଜାରେ ଏହି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର:  କ୍ୟାବିନେଟ ରେ 12 ବିଭାଗର 17 ଟି ପ୍ରସ୍ତାବ ପାରିତ। ଏ ନେଇ ଗୃହକୁ ଅବଗତି କଲେ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ।     ଗତକାଲି ତା.୨୯.୧୧.୨୦୨୨ ସଂଧ୍ୟାରେ ମାନ୍ୟବର ମୁଖ୍ୟମନ୍ତ୍ରୀ...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ପଡିବା ଆରମ୍ଭ ହୋଇଗଲାଣି। କୋରାପୁଟ, କନ୍ଧମାଳ ଆଦି ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରରେ ବିଶେଷ ହ୍ରାସ ଘଟିବା ସହିତ ଆଗାମୀ ଦିନରେ ଶୀତର ପ୍ରକୋପ ଆହୁରି ବୃଦ୍ଧି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର:  ଦେଶର ପଞ୍ଚଦଶ ରାଷ୍ଟ୍ରପତି ଭାବେ ଆଜି ଶପଥ ନେଇଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ।  ଆଜି ସଂସଦ ଭବନ ସେଣ୍ଟ୍ରାଲ୍ ହଲ୍‌ରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ...